Minor boy loses father to Delhi riots

ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନର ଉତ୍ପୀଡ଼ିତ, ଅତ୍ୟାଚାରିତ ଓ ଆତଙ୍କିତ ସଂଖ୍ୟାଲଘୁ ମାନଙ୍କୁ ଭାରତରେ ଆଶ୍ରୟ ଦେବା କେମିତି ସମ୍ବିଧାନ ବିରୋଧୀ ?? ସମ୍ବିଧାନର ସମସ୍ତ ଧାରା ଭାରତର ଅଧିବାସୀ ମାନଙ୍କ ପାଇଁ ପଡୋଶୀ ରାଜ୍ୟର ଅଧିବାସୀ ମାନଙ୍କ ପାଇଁ ନୁହେଁ । ନାଗରିକ ସଂଶୋଧନ ଆଇନ୍ ବହିରାଗତ ମାନଙ୍କ ପାଇଁ । ତେଣୁ ଏହା ସମ୍ବିଧାନ ବିରୋଧୀ କେମିତି ?? ଯଦି ଧର୍ମ ଆଧାରରେ ପ୍ରଣୀତ କୌଣସି ଆଇନ ପ୍ରଣୟନ ହେବା ଅକାରଣ ଓ ଅନାବଶ୍ୟକ ତେବେ ଧର୍ମ ଓ ଜାତି ଆଧାରରେ ସଂରକ୍ଷଣର ଆବଶ୍ୟକତା କଣ ?? ତାକୁ ମଧ୍ୟ ଉଠେଇ ଦିଆଯାଉ ?? ଦ୍ଵିତୀୟ କଥା ହେଲା, ଧର୍ମ ଆଧାରରେ କାହିଁକି ହେଲା ଏ ଆଇନ ?? କାରଣ ଧର୍ମ ଆଧାରରେ ଭାରତ ଭୂଖଣ୍ଡ ଦ୍ବୀଖଣ୍ଡିତ ହୋଇଥିଲା । ଯେଉଁ ମୁସଲମାନ ମାନେ ଭାରତରେ ହିନ୍ଦୁ ମାନଙ୍କ ସହ ରହିପାରିବେନି ବୋଲି ଯୁକ୍ତି କରି ଅଲଗା ଭୂଖଣ୍ଡ ନେଲେ ସେମାନଙ୍କୁ ପୁଣି ଭାରତର ନାଗରିକତା ଦେବା କେତେଦୂର ଯୁକ୍ତିଯୁକ୍ତ ?? ଯେଉଁ ରୋହିଜ୍ଞା ମାନଙ୍କ କୁକର୍ମ, ହିଂସା ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ବର୍ମାର ଶାନ୍ତିପ୍ରିୟ ବୁଦ୍ଧ ଧର୍ମାବଲମ୍ବୀ ମାନେ ମଧ୍ୟ ହିଂସାର ରାସ୍ତାକୁ ଓହ୍ଲେଇ ଆସି ପାରନ୍ତି ସେମାନଙ୍କୁ ଭାରତରେ ରଖି ଭାରତର ଶାନ୍ତି ଓ ସୌହାର୍ଦ୍ଦ୍ୟ ନଷ୍ଟ କରିବା ପାଇଁ କଂଗ୍ରେସ ଓ ବାମପନ୍ଥୀ ମାନଙ୍କ ଏ ପ୍ରବଳ ଉତ୍ସାହର କାରଣ କଣ ?? ଭୋଟ ବ୍ୟାଙ୍କ ?? କେବଳ ଭୋଟ ବ୍ୟାଙ୍କ ପାଇଁ ଦେଶକୁ ସର୍ବନାଶର ପଥକୁ ଠେଲି ଦେବା ବ୍ୟକ୍ତି ହୁଏତ ଇଟାଲୀର ଗୋଲାମ ନହେଲେ ଚାଇନାର । ଆଉ ଗୋଟିଏ କଥା ମାନେ ରଖନ୍ତୁ, ଟ୍ରମ୍ପଙ୍କ ଭାରତ ଆଗମନ କାଳରେ ହିଁ ଏମିତି ହିଂସାର ପରିବେଶ ସୃଷ୍ଟି କରି ଭାରତକୁ ଯେଉଁମାନେ ବିଶ୍ୱ ଆଖିରେ ବଦନାମ କରୁଛନ୍ତି ସେମାନେ କେବେ ଭାରତୀୟ ନୁହନ୍ତି । ଆଉ କେଉଁମାନେ ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି, ସେକଥା ମୁହଁରେ ପ୍ରକାଶ ନକଲେ ମଧ୍ୟ ଆପଣ ହୃଦବୋଧ କରନ୍ତି, କେବେ କେବେ ନିଜ ସେଇ ହୃଦୟର କଥା ଶୁଣି ନିଅନ୍ତୁ କେବେ ନିଜ ବିବେକର କଥା ଶୁଣି ନିଅନ୍ତୁ । ତାହା ଆପଣଙ୍କ ପରପିଢ଼ି ପାଇଁ ମଙ୍ଗଳକର ହେବ ।

New Delhi:  Even as the life is limping back to the normal in the riot-hit areas of northeast Delhi, a minor told IANS that his father was brutally killed this morning on Friday at Shiv Vihar area.

17-year-old Bittu (name changed) along with his father worked as a rag picker in Shiv Vihar area.

“I was sleeping with my father on the road in Loni today. My father left for work around 5 in the morning. I tried to stop him from going anywhere as I was scared, but he said ‘what will we eat if we don’t earn’ and left,” said Bittu.

“He came back to me in a very bad condition. His head was bleeding. He asked me to take him to any hospital,” Bittu told IANS.

“I kept him in a cart and took him to at least three hospitals, but no one admitted him. He died as I didn’t have money. I brought him to GTB Hospital today with the help of a few people.”

Bittu belongs to Bijnor in Uttar Pradesh and had only his father as his family.

A few people at GTB Hospital plan to arrange for the last rites of his father.