Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ହିରୋ ଟୁ ଆନିମଲସ ସମ୍ମାନ’ ପାଇଁ ମନୋନିତ, ପେଟାଇଣ୍ଡିଆ ତରଫରୁ ହେଲା ଘୋଷଣା
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ହିରୋ ଟୁ ଆନିମଲସ ସମ୍ମାନ’ ପାଇଁ ମନୋନିତ, ପେଟାଇଣ୍ଡିଆ ତରଫରୁ ହେଲା ଘୋଷଣା

April 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁମାନଙ୍କ ପ୍ରତି ଯେପରି କାର୍ଯ୍ୟ କରିଛନ୍ତି ତାହା ଦେଶ ପାଇଁ ଏକ ବଡ ଉଦାହରଣ। ସେ ଓଡିଶାର ବିଭିନ୍ନ ସହରାଞ୍ଚଳର ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ 54 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। କାରଣ ଲକଡାଉନ ସମୟରେ ହୋଟେଲ ଏବଂ କିଣାବିକା ବନ୍ଦ ଥିବାରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ଅଭାବ ଥିଲା। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରି ସେମାନଙ୍କ ପାଇଁ ସରକାରୀ ବନ୍ଦୋବସ୍ତ କରିଛନ୍ତି। ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ହିରୋ ଟୁ ଆନିମଲସ ସମ୍ମାନ ପ୍ରଦାନ କରାଯିବ। ଏହି ଘୋଷଣା କରିଛି ମୁମ୍ବାଇସ୍ଥିତ ପଶୁପକ୍ଷୀଙ୍କ ପାଇଁ କାମ କରୁଥିବା ପେଟା ବା People for the Ethical Treatment of Animals ସଂସ୍ଥା।

ଓଡିଶା ସମେତ ସାରା ଭାରତରେ ଲକଡାଉନ ଘୋଷଣା ପରେ ସହର ଅଞ୍ଚଳର ସମସ୍ତ କାରାବାର ଠପ୍ ହୋଇଗଲା। ମୁଖ୍ୟତଃ ପରିବାପତ୍ର କିଣାବିକା ହେଉ କିମ୍ବା ହୋଟେଲର ଫୋପଡା ଖାଦ୍ୟ। ଏସବୁ ବୁଲା ପଶୁଙ୍କର ମୁଖ୍ୟ ଆହାର। ହେଲେ ନବୀନ ଲୋକକଙ୍କ କଥା ବୁଝିବା ସହିତ ଏହି ବ୍ୟସ୍ତ ଭିତରେ ପଶୁକଥା ମଧ୍ୟ ହୃଦୟଙ୍ଗମ କରିପାରିଛନ୍ତି। ସେଥିପାଇଁ ତାଙ୍କୁ ଏହି ସଂସ୍ଥା Hero to Animals Award ପାଇଁ ମନୋନିତ କରିଛି।

ସଂସ୍ଥା ତରଫରୁ ପ୍ରତି ବର୍ଷ ଯେଉଁମାନେ ପଶୁପ୍ରେମୀ ବିରଳ କାମ କରିଥିବେ ସେମାନଙ୍କୁ ହିରୋ ଟୁ ଆନିମଲସ ସମ୍ମାନ ପ୍ରଦାନ କରାଯାଇଥାଏ। ଏଥର ନବୀନଙ୍କ ସହିତ ଶିଳ୍ପା ସେଟ୍ଟୀ କୁନ୍ଦନ, ଇମ୍ରାନ ହ୍ୟୁସେନ, ଜରିନ୍ ଖାନ, ସାଇରସ ବ୍ରୋଚ୍ଚା ଏବଂ ରାଣୀ ମୁଖାର୍ଜି ପ୍ରମୁଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Latest News

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.