Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
ଆଜିର ଖବର

ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ

November 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସରେ ଗଜପତି ମହାରାଜା, ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ସାମିଲ ଥିଲେ। ପରିକଳ୍ପନା ପ୍ରକଳ୍ପରେ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ସୌନ୍ଦର୍ଯ୍ଯକରଣ ଉପରେ ଗୁରୁତ୍ଵ ଦିଆଯିବ। ସୁରକ୍ଷା କରିଡ଼ର ଚତୁର୍ପାଶ୍ଵରେ ସବୁଜ ବଳୟ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ଚାରିପଟେ ଥିବା ମଠ ମନ୍ଦିର ଗୁଡ଼ିକର ପୁନଃ ବିକାଶ କରାଯିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଟାଟା କମ୍ପାନୀକୁ ଦାୟିତ୍ଵ ଦିଆଯାଇଛି ବୋଲି ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରୀ ଚାଳିତ ଗାଡିରେ ବସି ପ୍ରକଳ୍ପର ପରିଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ଶିଳାନ୍ୟାସ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ?

May 26, 2026

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ସ୍ଥାନଗୁଡ଼ିକରେ ଆଉ ମିଳିବ ନାହିଁ ମଦ

May 26, 2026
Latest News

‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

May 26, 2026

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ?

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.