ଭଦ୍ରକ : ନାତୁଣୀ ମାଡରେ ଆଈର ମୃତ୍ୟୁ ହୋଇଛି । ଭଣ୍ଡାରୀପୋଖରୀ ଥାନା ନପଙ୍ଗ ଗାଁରେ ଅଘଟଣ ଘଟିଛି । ଘରୋଇ କଳିରୁ ନାତୁଣୀ ଆକ୍ରମଣ କରିଥିବାର ସୂଚନା ରହିଛି । ନାତୁଣୀ ହେମଦସ୍ତାରେ ଆଈକୁ ଆକ୍ରମଣ କରିଛି। ହେମଦସ୍ତାରେ ମାଡ ଖାଇବା ପରେ ଆଈର ମୃତ୍ୟୁ ହୋଇଛି । death granddaugther
ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସାAugust 18, 2025
ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?August 18, 2025