Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥାନାରେ ଦୁଇ ଭଉଣୀଙ୍କ ହଙ୍ଗାମା: ଜଣେ ବ୍ୟକ୍ତିଙ୍କୁ ଦୁଇଜଣ ନିଜର ସ୍ବାମୀ ବୋଲି କଲେ ଦାବି
ଆଜିର ଖବର

ଥାନାରେ ଦୁଇ ଭଉଣୀଙ୍କ ହଙ୍ଗାମା: ଜଣେ ବ୍ୟକ୍ତିଙ୍କୁ ଦୁଇଜଣ ନିଜର ସ୍ବାମୀ ବୋଲି କଲେ ଦାବି

December 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ରୁଡିକି ସିଭିଲ୍‌ ଲାଇନ୍‌ କୋତଓ୍ବାଲୀଠାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଦୁଇ ଭଉଣୀ ଜଣକୁ ନିଜ ସ୍ବାମୀ ବୋଲି ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୁଡକୀର ପୂର୍ବ ଅଞ୍ଚଳରେ ରହୁଥିବା ପ୍ରଦୀପ୍‌ 6ବର୍ଷ ପୂର୍ବରୁ ମେରଠଠାରେ ହୋଇଥିଲା । ପ୍ରଦୀପଙ୍କ ବୈବାହିକ ଜୀବନରେ ଚାରିଜଣ ଝିଅ ରହିଥିଲେ । ଚାରି ମାସ ପୂର୍ରବୁ ପ୍ରଦୀପ୍‌ ନିଜ ସମ୍ପର୍କୀୟା ଶାଳୀକୁ ନେଇ ଫେରାର ହୋଇଯାଇଥିଲେ । ଏହିଘଟଣା ପରେ ଶଶ୍ବରୁ ଘର ଲୋକେ ପ୍ରଦୀପ ବିରୋଧରେ ମାଓ୍ବାନା ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ୍‌ ପ୍ରଦୀପଙ୍କ ଖୋଜିବା ଜାରି ରଖିଥିଲା । ଚାରି ମାସ ପରେ ଅର୍ଥାତ୍‌ ଡିସେମ୍ବର 27ତାରିଖରେ ପ୍ରଦୀପଙ୍କ ସ୍ତ୍ରୀ ପ୍ରଦୀପ  ଓ ତାଙ୍କ ସମ୍ପର୍କୀୟା ଭଉଣୀଙ୍କୁ ରୁଡକୀ ବସ୍‌ଷ୍ଟାଣ୍ଡ ପାଖରେ ଧରିଥିଲା । ଏହାପରେ ବେଶ୍‌ ହଙ୍ଗାମା ହୋଇଥିଲା । ଏହାପରେ  ତିନିଜଣଯାକ ମାଓ୍ବାନା ଥାନାକୁ ଆସିଥିଲେ ।

ପ୍ରଦୀପଙ୍କ ପ୍ରଥମ ସ୍ତ୍ରୀ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ତାଙ୍କସ୍ବାମୀ ସମ୍ପର୍କୀୟା ଭଉଣୀକୁ ନେଇ ଫେରାର ହୋଇଯାଇଛନ୍ତି । ଅପରପକ୍ଷରେ ସମ୍ପର୍କୀୟା ଶାଳୀଙ୍କ ନଣନ୍ଦ ମଧ୍ୟ ପ୍ରଦୀପଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।  ପ୍ରଦୀପଙ୍କ ସ୍ତ୍ରୀ ନିଜ ସନ୍ତାନଙ୍କୁ ଧରି ବାପଘରେ ରହିଛନ୍ତି । ତେବେ ପୋଲିସ୍‌ ଏବେ ଏହି ଘଟଣାର ଯାଞ୍ଚ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026
Latest News

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.