Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆପଣଙ୍କ ଶରୀରରୁ ଚର୍ବି କମାଇବା ପାଇଁ ଏହି ପାଞ୍ଚୋଟି ଜିନିଷ ଖାଆନ୍ତୁ, ତାପରେ ଦେଖିବେ
ଜୀବନ ଶୈଳୀ

ଆପଣଙ୍କ ଶରୀରରୁ ଚର୍ବି କମାଇବା ପାଇଁ ଏହି ପାଞ୍ଚୋଟି ଜିନିଷ ଖାଆନ୍ତୁ, ତାପରେ ଦେଖିବେ

March 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ଶରୀରରୁ ଚର୍ବି କମାଇବା ପାଇଁ ଏହି ପାଞ୍ଚୋଟି ଜିନିଷ ଖାଆନ୍ତୁ, ତାପରେ ଦେଖିବେ

ନୂଆଦିଲ୍ଲୀ, ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍‌ର ସାହାରା ନେଉଛନ୍ତି । ଏହା ସହିତ କଠିନ୍‌ ଡାଏଟ୍‌, ମେଡିସିନ୍‌ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍‌ କରିବା ସହିତ ହେଲ୍‌ଦୀ ଡାଏଟ୍‌ ବହୁତ ଜରୁରୀ । ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେହି ଫଳଗୁଡ଼ିକ ମଧ୍ୟରେ ରହିଛି –

ତରଭୁଜ –ତରଭୁଜ କମ୍‌ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ ।  ଏହା ସହିତ ତରଭୁଜ୍‌ରେ ପ୍ରଚୁର ପରିମାଣରେ ପାଣି ଥାଏ । ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ ।

ସେଓ-ପ୍ରତ୍ୟେକ ସକାଳୁ ଗୋଟିଏ ସେଓ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । ସେଓରେ ଭରପୂର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ, ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍‌ ମିଳିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ ।

ବେରିଜ୍‌-ବେରିଜ୍‌ (କୋଳି) ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏଥିରେ ଶର୍କରା ନଥାଏ, । ଏଥିରେ ରହିଥିବା ଭିଟାମିନ୍‌ ଶରୀରରେ ରହିଥିବା ଚର୍ବିକୁ ତରଳାଇବାରେ ବହୁତ ସାହାଯ୍ୟ କରିଥାଏ ।

କଦଳୀ-ପ୍ରାୟ ସମସ୍ତେ ଭାବିଥା’ନ୍ତି କଦଳୀ ଖାଇବା ଦ୍ବାରା ଓଜନ ବଢିଥାଏ । କିନ୍ତୁ ଏହା ଦ୍ବାରା ମୋଟାପା ମଧ୍ୟ କମ୍‌ ହୋଇଥାଏ । କଦଳୀରେ ଭିଟାମିନ୍‌ ସି, ଭିଟାମିନ୍‌ ବି ୬, ମ୍ୟାଙ୍ଗନିଜ୍‌, ବାୟୋଟିନ୍‌, ପୋଟାସିୟମ୍‌ ଓ ଫାଇବାର ପ୍ରଚୁର ମାତ୍ରାରେ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ । କଦଳୀରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଫାଇବର୍‌ ଥାଏ, ଯାହା ମେଟାବଲିଜିମ୍‌କୁ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ ।

କୋବି-କୋବିର ବହୁତ ପରିମାଣରେ ପୋଷକ ତତ୍ତ୍ବ ରହିଥାଏ । ଯାହା ଶରୀରରକୁ ସୁସ୍ଥ ରଖିବା ସହିତ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । କୋବିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଫୋଲଟ୍‌ ଓ ପୋଟାସିୟମ୍‌ ଏବଂ ଭିଟାମିନ୍‌ ଇ ପ୍ରଚୁର ମାତ୍ରାରେ ରହିଛି । ଏହାସହିତ ଏଥିରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

ମୋଟାପଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାର୍ଦ୍ଧକ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026
Latest News

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ଯୋଜନାକୁ ପ୍ରଶଂସା କଲେ ବିଜେପି ନେତା: କିନ୍ତୁ ଦୁର୍ନୀତିକୁ ନେଇ କଲେ ଆଶଙ୍କା

September 28, 2026

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.