ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଦରର ବୃଦ୍ଧି ମଧ୍ୟରେ ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା ହ୍ରାସ କରାଯାଇଛି। ହ୍ରାସ ହୋଇଥିବା ଦର ଆଜି ରାତି ୧୨ ଟା ରୁ ଲାଗୁ ହେବ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏହି ସୂଚନା ଦେଇଛି। ଉପଭୋକ୍ତା ଗ୍ୟାସ ସିଲିଣ୍ଡର
ପାଞ୍ଚ ଦିନ ମଧ୍ୟରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ?: ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ବଢିଲା ରାଜନୈତିକ ଚର୍ଚ୍ଚାOctober 20, 2025