ଭୁବନେଶ୍ଵର: ଆଜି ଓଡ଼ିଶାକୁ ୨ ଲକ୍ଷ ୭୧ ହଜାର କୋଭାସିଲ୍ଡ ଟୀକା ଡ଼ୋଜ ଆସୁଛି। ଆଜି ୭୦୦ ଟୀକାକରଣ କେନ୍ଦ୍ର ବନ୍ଦ ରହିଥିବା ବେଳେ ୭୫୫ ଟି ଟୀକା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ଓଡିଶା କୋଭାସିଲ୍ଡ ଟୀକା ଟୀକା ଡ଼ୋଜ ପରିବାର କଲ୍ୟାଣ ନିର୍ଦ୍ଦେଶକ
ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେDecember 6, 2025