Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ସମ୍ପର୍କରେ ଗିରିରାଜ ସିଂଙ୍କ ବଡ ବିବୃତ୍ତି: କହିଲେ ଏଭଳି କଥା
ଆଜିର ଖବର

ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ସମ୍ପର୍କରେ ଗିରିରାଜ ସିଂଙ୍କ ବଡ ବିବୃତ୍ତି: କହିଲେ ଏଭଳି କଥା

October 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗିରିରାଜ ସିଂହ
ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଆଜି ଯୋଧପୁରରେ ପହଞ୍ଚି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଘରେ ସମବେଦନା ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ କୁ ନେଇ ଗିରିରାଜ ସିଂ ଏକ ବିବୃତ୍ତି ଦେଇଥିଲେ। ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବା ଉଚିତ୍ ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହାର ପୁନର୍ବିଚାର କରାଯିବା ଆବଶ୍ୟକ ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, ଆତଙ୍କବାଦର ଚେହେରା ବର୍ତ୍ତମାନ ସ୍ପଷ୍ଟ ହେବ। ଆଗାମୀ ସମୟରେ କେବଳ ଭାରତର ମାଟିରୁ କଂଗ୍ରେସର ନାମ ସଫା ହୋଇଯିବ। ଜମ୍ମୁ କାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଦିନରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି।

ଏହି ସମୟରେ ଗିରିରାଜ ସିଂ କଂଗ୍ରେସକୁ ଆକ୍ରମଣ କରିଥିଲେ। ସେ କହିଛନ୍ତି, ଦେଶରେ କଂଗ୍ରେସ ଭୁଲ ରାଜନୀତି କରୁଛି। ରାଜସ୍ଥାନର ବାଲ୍ମୀକି ସମାଜରେ ଏସସି/ଏସଟି ଲୋକଙ୍କୁ ନିର୍ଯାତନା ଦିଆଯାଉଛି, ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି ଏବଂ କାଶ୍ମୀରରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରାଯାଉଛି ଏବଂ ଏହି ପ୍ରସଙ୍ଗରେ କଂଗ୍ରେସ କିଛି ନ କହି ଲକ୍ଷ୍ମୀପୁରରେ ରାଜନୀତି କରୁଛି।

କ୍ରିକେଟ୍ ମ୍ୟାଚ୍ ଗିରିରାଜ ସିଂ ଟି-୨୦ ବିଶ୍ଵକପ ଭାରତ ଏବଂ ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

November 12, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନିଖୋଜ ୨ ଯବାନଙ୍କ ମୃତଦେହ: କିସ୍ତୱାଡ଼ରେ ହାଇ ଆଲର୍ଟ

November 12, 2026
Latest News

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

November 12, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନିଖୋଜ ୨ ଯବାନଙ୍କ ମୃତଦେହ: କିସ୍ତୱାଡ଼ରେ ହାଇ ଆଲର୍ଟ

November 12, 2026

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.