Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ନେତା କଂଗ୍ରେସରେ ଦେଲେ ଯୋଗ
ଆଜିର ଖବର

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ନେତା କଂଗ୍ରେସରେ ଦେଲେ ଯୋଗ

October 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ନେତା କଂଗ୍ରେସରେ ଦେଲେ ଯୋଗ

କଟକ: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରାହୀପୁର ଗ୍ରାମପଞ୍ଚାୟତ ଦେବରିଓ ଗ୍ରାମର ବହୁ ବିଜେଡି କର୍ମୀ କଂଗ୍ରେସର ନୀତି ଆଦର୍ଶରେ ଆନୁପ୍ରାଣୀତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି। ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ଉପସ୍ଥିତରେ ଏମାନେ କଂଗ୍ରେସ ରେ ଯୋଗଦେଇଛନ୍ତି।

ଯେଉଁ ନେତାମାନେ କଂଗ୍ରେସରେ ଯୋଗ ଦେଲେ ସେମାନେ ହେଲେ ରଶ୍ମିରଞ୍ଜନ ଜଟ,ମାନସ ପ୍ରଧାନ, ଗଙ୍ଗାଧର ଓଝା,ଅରଖିତ ଦାସ,ରବିନ୍ଦ୍ର ଦାସ,କୈଳାଶ ଚନ୍ଦ୍ର ଜେନା, ବିପିନ ପ୍ରଧାନ, ଗଙ୍ଗାଧର ଜେନା,ହରେକୃଷ୍ଣ ଜେନା,ଅରଖିତ ସେଣ, ଆଶିଷ କୁମାର ଜେନା,ବିକ୍ରମ ଖଟୁଆ, ମହନି ପ୍ରଧାନ,ରାକେଶ ଖଟୁଆ, କଳ୍ପତରୁ ଜେନା,ନୀତିଶ କୁମାର ରାଉତ, କାଳନ୍ଦୀ ରାଉତ,ଆକାଶ ଜେନା,ମନୋଜ କୁମାର ପ୍ରଧାନ,ଗଣେଶ୍ୱର ଓଝା ଓ ଅନ୍ୟମାନେ ଯୋଗଦେଲେ. ଏହି ମିଶ୍ରଣ ପର୍ବରେ ମାହାଙ୍ଗା କଂଗ୍ରେସ ଯୁବସଭାପତି ପ୍ରଶାନ୍ତ ଖଟୁଆ, ପରମାନନ୍ଦ ରାଉତ,ସୋମନାଥ ଜେନା,ସଂଗ୍ରାମ ମହାନ୍ତି, କାଳନ୍ଦୀ ଜଟ,କାଳନ୍ଦୀ ରାଉତ, ବଗୁ ଓଝା, ସୌମ୍ୟ ରଞ୍ଜନ ସାହୁ, ନିଲୁ ସାର, ତ୍ରିଲୋଚନ ସେଠୀ।

Share. Facebook Twitter LinkedIn Email WhatsApp Copy Link

Related Posts

କାଲୋଲ ପୌରପାଳିକାରେ ୧୪୪ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଦେଲେ କଡା ଜବାବ, କହିଲେ…

September 23, 2025

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025
Latest News

କାଲୋଲ ପୌରପାଳିକାରେ ୧୪୪ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଦେଲେ କଡା ଜବାବ, କହିଲେ…

September 23, 2025

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.