Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ଟିକସ: ରାଜ୍ୟ ଅଂଶ ବାବଦରେ ଓଡିଶାକୁ ଦୁଇ କିସ୍ତିରେ ମିଳିଲା ୪୩୦୫.୩୨ କୋଟି
ଆଜିର ଖବର

କେନ୍ଦ୍ରୀୟ ଟିକସ: ରାଜ୍ୟ ଅଂଶ ବାବଦରେ ଓଡିଶାକୁ ଦୁଇ କିସ୍ତିରେ ମିଳିଲା ୪୩୦୫.୩୨ କୋଟି

November 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ଅର୍ଥମନ୍ତ୍ରୀ
ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ପକ୍ଷରୁ ଦେଶର ୨୮ଟି ରାଜ୍ୟକୁ ଟିକସ ବାବଦ ଅଂଶ ଆକାରରେ ଦୁଇ କିସ୍ତିରେ ମୋଟ ୯୫୦୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରତି ମାସରେ ସ୍ୱାଭାବିକ ଆକାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ଅଂଶବାବଦରେ ୪୭, ୫୪୧ କୋଟି ଟଙ୍କା ଯୋଗାଇଥାନ୍ତି।

ଚଳିତମାସ ୧୫ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ଆଭାସୀ ବ୍ୟବସ୍ଥାରେ ସେମାନଙ୍କର ଆର୍ଥିକ ସ୍ଥିତି ଓ ହାଲଚାଲ ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ରାଜ୍ୟସମୂହଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ଭିତ୍ତିଭୂମି ନିର୍ମାଣ ଓ ଅଭିବୃଦ୍ଧି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଅର୍ଥ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ।

ସେହି ପ୍ରତିଶ୍ରୁତି ମୁତାବକ ଦୁଇ କିସ୍ତିରେ ଏହି ଟିକସ ଅଂଶ ବାବଦ ଅର୍ଥ ଏକକାଳୀନ ନଭେମ୍ବର ୨୨ତାରିଖରେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଟିକସ ଓ ଶୁଳ୍କକୁ ରାଜ୍ୟମାନେ ନିର୍ଦ୍ଦିଷ୍ଟ ଅନୁପାତରେ ଭାଗ ପାଇଥାନ୍ତି।

ଓଡିଶାକୁ ଏ ବାବଦରେ ମୋଟ ୪୩୦୫.୩୨ କୋଟି ଟଙ୍କା ମିଳିଛି। କେଉଁ ରାଜ୍ୟକୁ କେତେ ଟଙ୍କା ଏ ବାବଦରେ ଯୋଗାଇ ଦିଆଯାଇଛି ତାହା ନିମ୍ନରେ ପ୍ରଦତ୍ତ ତାଲିକାରେ ଦର୍ଶାଯାଇଛି।

Sl. No. State Amount released

(In  crore)

1 ଆନ୍ଦ୍ରପ୍ରଦେଶ 3847.96
2 ଅରୁଣାଚଳପ୍ରଦେଶ 1670.58
3 ଆସାମ 2974.16
4 ବିହାର 9563.30
5 ଛତିଶଗଡ 3239.54
6 ଗୋଆ 367.02
7 ଗୁଜରାତ 3306.94
8 ହରିୟାଣା 1039.24
9 ହିମାଚଳ ପ୍ରଦେଶ 789.16
10 ଝାଡ଼ଖଣ୍ଡ 3144.34
11 କର୍ଣ୍ଣାଟକ 3467.62
12 କେରଳ 1830.38
13 ମଧ୍ୟପ୍ରଦେଶ 7463.92
14 ମହାରାଷ୍ଟ୍ର 6006.30
15 ମଣିପୁର 680.80
16 ମେଘାଳୟ 729.28
17 ମିଜୋରାମ 475.42
18 ନାଗାଲାଣ୍ଡ 541.02
19 ଓଡିଶା 4305.32
20 ପଞ୍ଜାବ 1718.16
21 ରାଜସ୍ଥାନ 5729.64
22 ସିକ୍କିମ 368.94
23 ତାମିଲନାଡୁ 3878.38
24 ତେଲଙ୍ଗାନା 1998.62
25 ତ୍ରିପୁରା 673.32
26 ଉତ୍ତର ପ୍ରଦେଶ 17056.66
27 ଉତ୍ତରଖଣ୍ଡ 1063.02
28 ପଶ୍ଚିମବଙ୍ଗ 7152.96

କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଆୟରୁ ୨୦୨୧ ନଭେମ୍ବରରେ ରାଜ୍ୟମାନଙ୍କୁ ଦିଆଯାଇଥିବା ଅଂଶର ହିସାବ। (ପି.ଆଇ.ବି.)

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.