ଆସନ୍ତାକାଲି ଠାରୁ ୩ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ

Published: Dec 29, 2021, 7:20 pm IST

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ୩ ତାରିଖ ଯାଏଁ ନନ୍ଦନ କାନନ ଅସ୍ଥାୟୀ ଭାବେ ବନ୍ଦ ରହିବ। ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନକୁ ମଧ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଆଶଙ୍କା ଥିବାରୁ ନନ୍ଦନ କାନନକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯିବ। ଏନେଇ ନନ୍ଦନ କାନନର ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Related posts