ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Jan 13, 2022, 9:15 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୮ ହଜାର ୭୭୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୮୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୨୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪୬

ବାଲେଶ୍ଵର ଜିଲ୍ଲାରୁ- ୨୭୮

ବରଗଡ ଜିଲ୍ଲାରୁ- ୭୬

ଭଦ୍ରକ ଜିଲ୍ଲାରୁ- ୧୩୮

ବଲାଙ୍ଗୀରି ଜିଲ୍ଲାରୁ- ୨୧୬

ବୌଦ୍ଧ ଜିଲ୍ଲାରୁ- ୧୫

କଟକ ଜିଲ୍ଲାରୁ – ୮୭୦

ଦେବଗଡ ଜିଲ୍ଲାରୁ- ୧୮

ଢେଙ୍କାନାଳ ଜିଲ୍ଲାରୁ- ୫୦

ଗଜପତି ଜିଲ୍ଲାରୁ- ୮୨

ଗଞ୍ଜାମ ଜିଲ୍ଲାରୁ- ୧୫୪

ଜଗତସିଂହପୁର ଜିଲ୍ଲାରୁ- ୧୪୨

ଯାଜପୁର ଜିଲ୍ଲାରୁ- ୨୧୨

ଝାରସୁଗୁଡା ଜିଲ୍ଲାରୁ- ୨୧୯

କଳାହାଣ୍ଡି ଜିଲ୍ଲାରୁ- ୧୨୩

କନ୍ଧମାଳ ଜିଲ୍ଲାରୁ- ୩୬

କେନ୍ଦ୍ରାପଡା ଜିଲ୍ଲାରୁ- ୫୧

କେନ୍ଦୁଝର ଜିଲ୍ଲାରୁ- ୧୦୯

ଖୋର୍ଦ୍ଧା ଜିଲ୍ଲାରୁ- ୩୧୮୮

କୋରାପୁଟ ଜିଲ୍ଲାରୁ- ୧୫୫

ମାଲକାନଗିରି ଜିଲ୍ଲାରୁ- ୧୭

ମୟୂରଭଞ୍ଜ ଜିଲ୍ଲାରୁ- ୪୨୩

ନବରଙ୍ଗପୁର ଜିଲ୍ଲାରୁ- ୧୨୨

ନୟାଗଡ ଜିଲ୍ଲାରୁ- ୧୦୨

ନୂଆପଡା ଜିଲ୍ଲାରୁ- ୬୬

ପୁରୀ ଜିଲ୍ଲାରୁ- ୨୧୬

ରାୟଗଡା ଜିଲ୍ଲାରୁ- ୧୩୧

ସମ୍ବଲପୁର ଜିଲ୍ଲାରୁ- ୫୭୦

ସୋନପୁର ଜିଲ୍ଲାରୁ- ୧୦୬

ସୁନ୍ଦରଗଡ ଜିଲ୍ଲାରୁ- ୧୩୪୮

ଷ୍ଟେଟ ପୁଲରୁ- ୭୨୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୭୩୨ ଏବଂ ବର୍ତ୍ତମାନ ୪୪ ହଜାର ୩୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts