ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୪୮୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୫୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୯
ବାଲେଶ୍ଵର ଜିଲ୍ଲାରୁ- ୬୨
ବରଗଡ ଜିଲ୍ଲାରୁ- ୨୫
ଭଦ୍ରକ ଜିଲ୍ଲାରୁ- ୨୭
ବଲାଙ୍ଗୀରି ଜିଲ୍ଲାରୁ- ୪୦
ବୌଦ୍ଧ ଜିଲ୍ଲାରୁ- ୨୫
କଟକ ଜିଲ୍ଲାରୁ– ୧୬୧
ଦେବଗଡ ଜିଲ୍ଲାରୁ- ୨୦
ଢେଙ୍କାନାଳ ଜିଲ୍ଲାରୁ- ୩୫
ଗଜପତି ଜିଲ୍ଲାରୁ- ୪୭
ଗଞ୍ଜାମ ଜିଲ୍ଲାରୁ- ୨୭
ଜଗତସିଂହପୁର ଜିଲ୍ଲାରୁ- ୪୮
ଯାଜପୁର ଜିଲ୍ଲାରୁ- ୫୨
ଝାରସୁଗୁଡା ଜିଲ୍ଲାରୁ- ୧୩
କଳାହାଣ୍ଡି ଜିଲ୍ଲାରୁ- ୨୨
କନ୍ଧମାଳ ଜିଲ୍ଲାରୁ- ୬୨
କେନ୍ଦ୍ରାପଡା ଜିଲ୍ଲାରୁ- ୩୦
କେନ୍ଦୁଝର ଜିଲ୍ଲାରୁ- ୪୩
ଖୋର୍ଦ୍ଧା ଜିଲ୍ଲାରୁ- ୨୩୩
କୋରାପୁଟ ଜିଲ୍ଲାରୁ- ୮୭
ମାଲକାନଗିରି ଜିଲ୍ଲାରୁ- ୬
ମୟୂରଭଞ୍ଜ ଜିଲ୍ଲାରୁ- ୬୦
ନବରଙ୍ଗପୁର ଜିଲ୍ଲାରୁ- ୨୦
ନୟାଗଡ ଜିଲ୍ଲାରୁ- ୩୫
ନୂଆପଡା ଜିଲ୍ଲାରୁ- ୨୩
ପୁରୀ ଜିଲ୍ଲାରୁ- ୩୯
ରାୟଗଡା ଜିଲ୍ଲାରୁ- ୭୪
ସମ୍ବଲପୁର ଜିଲ୍ଲାରୁ- ୭୩
ସୋନପୁର ଜିଲ୍ଲାରୁ- ୧୨
ସୁନ୍ଦରଗଡ ଜିଲ୍ଲାରୁ- ୧୧୩
ଷ୍ଟେଟ ପୁଲରୁ- ୪୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ ଏବଂ ବର୍ତ୍ତମାନ ୧୪ ହଜାର ୨୫୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।