ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୫
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୧
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୨୭
ଦେବଗଡ ଜିଲ୍ଲାରୁ- ୧୬
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୨୮
ଗଞ୍ଜାମ ଜିଲ୍ଲାରୁ- ୪
ଜଗତସିଂହପୁର ଜିଲ୍ଲାରୁ- ୪
ଯାଜପୁର ଜିଲ୍ଲାରୁ- ୧୬
ଝାରସୁଗୁଡା ଜିଲ୍ଲାରୁ- ୧୫
କଳାହାଣ୍ଡି ଜିଲ୍ଲାରୁ- ୩
କନ୍ଧମାଳ ଜିଲ୍ଲାରୁ- ୮
କେନ୍ଦ୍ରାପଡା ଜିଲ୍ଲାରୁ- ୩୫
କେନ୍ଦୁଝର ଜିଲ୍ଲାରୁ- ୯
ଖୋର୍ଦ୍ଧା ଜିଲ୍ଲାରୁ- ୪୬
କୋରାପୁଟ ଜିଲ୍ଲାରୁ- ୧୯
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୧୧
ନବରଙ୍ଗପୁର ଜିଲ୍ଲାରୁ- ୪
ନୟାଗଡ ଜିଲ୍ଲାରୁ- ୭
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୨
ରାୟଗଡା ଜିଲ୍ଲାରୁ- ୧୩
ସମ୍ବଲପୁର ଜିଲ୍ଲାରୁ- ୧୪
ସୋନପୁର ଜିଲ୍ଲାରୁ- ୪
ସୁନ୍ଦରଗଡ ଜିଲ୍ଲାରୁ- ୯୬
ଷ୍ଟେଟ ପୁଲରୁ- ୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୨୯୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୨୫୩ ଏବଂ ବର୍ତ୍ତମାନ ୪ ହଜାର ୯୫୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।