Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»IAS ସ୍ତରରେ ଅଦଳବଦଳ: ଶାଳିନୀଙ୍କୁ ସ୍ୱାସ୍ଥ୍ୟ, ଶୋଭାଙ୍କୁ ମହିଳା ଓ ଶିଶୁ ବିକାଶ
ଆଜିର ଖବର

IAS ସ୍ତରରେ ଅଦଳବଦଳ: ଶାଳିନୀଙ୍କୁ ସ୍ୱାସ୍ଥ୍ୟ, ଶୋଭାଙ୍କୁ ମହିଳା ଓ ଶିଶୁ ବିକାଶ

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇଏଏସ୍‍ ଅଫିସର ସ୍ତରରେ ମଧ୍ୟମ ଧରଣର ଅଦଳ ବଦଳ ହୋଇଛି।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଛି।

୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଶୁଭା ଶର୍ମା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

୧୯୯୮ ବ୍ୟାଚ୍‍ ଆଇଏଏସ୍‍ ସୁରେଶ ବଶିଷ୍ଟ ହେଲେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

ଶକ୍ତି  ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ବଦଳି ହୋଇଛନ୍ତି ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ I ତାଙ୍କୁ ଙ୍ ଅବକାରୀ ବିଭାଗର ପ୍ରମୁଖ ସଚିବ ସହିତ  ଗ୍ରିଡ୍‍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଦାୟିତ୍ୱ ତୁଲାଉଥିବା ଭାଷ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କାରଗରି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ମଧ୍ୟ ଅତିରିକ୍ତ ଭାବେ ଓରମାସ ସିଇଓ ଦାୟିତ୍ୱ ତୁଲାଇବେ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର ବୃନ୍ଦାଙ୍କୁ  ବଦଳି କରାଯାଇଛି। ସେ ଓଡିଶା ଔଷଧ ନିଗମର ଏମଡି ଓ ଖାଦ୍ୟ ସୁରକ୍ଷା କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ୧୯୯୨ ବ୍ୟାଚ୍‍ ଆଇଆରଟିଏସ୍‍ ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍‍ର ସିଏମ୍‍ଡି ଦାୟିତ୍ୱ ଦିଆଯାଇଛି।

ବରିଷ୍ଠ ଓଏଏସ୍‍ ସରୋଜ କୁମାର ମିଶ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ଗୃହ ବିଭାଗର  ପ୍ରେଟୋକଲର ସତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସାଧାରଣ ପ୍ରଶାସନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଜଗନ୍ନାଥ ସଂସ୍କୃତିରେ ନାରୀତତ୍ତ୍ୱ: ଆଧ୍ୟାତ୍ମିକତାରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର

August 10, 2026

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

August 10, 2026

ରୁଷରୁ ଭାରତକୁ ବିଛାଯିବ ରେଳ ଲାଇନ: ଜାଣନ୍ତୁ ଯୋଜନା

August 10, 2026

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

August 10, 2026
Latest News

ଜଗନ୍ନାଥ ସଂସ୍କୃତିରେ ନାରୀତତ୍ତ୍ୱ: ଆଧ୍ୟାତ୍ମିକତାରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର

August 10, 2026

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

August 10, 2026

ରୁଷରୁ ଭାରତକୁ ବିଛାଯିବ ରେଳ ଲାଇନ: ଜାଣନ୍ତୁ ଯୋଜନା

August 10, 2026

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

August 10, 2026

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.