Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି
ଆଜିର ଖବର

ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

November 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ବିଧାୟକ ବିରୋଧରେ ଆଜି ବିଜେଡି ଆଣିଛି ଗୁରୁତର ଅଭିଯୋଗ। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିରେ ଜୟନାରାୟଣଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ବହିସ୍କାର କରାଯାଉ ବୋଲି ଦ ଦାବୀ କରିଛି।

ବିଜେଡି ଉଲ୍ଲେଖ କରିଛି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେପି ନେତା ଜୟନାରାୟଣ ମିଶ୍ର ମହିଳାଙ୍କ ପ୍ରତି ଅତି କଦର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସେ ବିଭିନ୍ନ ସମୟରେ ହିଂସାତ୍ମକ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ପୂର୍ବରୁ ସେ ବିଜେପୁର ଉପନିର୍ବାଚନରେ ହିଂସାତ୍ମକ କାର୍ଯ୍ୟ କରିଥିବାରୁ ଜେଲ ଯାଇ ଜାମିନୀରେ ଅଛନ୍ତି। ଏପରି ବ୍ୟକ୍ତିଙ୍କୁ ତୁରନ୍ତ ନିର୍ବାଚନ ପ୍ରଚାରରୁ ହଟାଇ ଦିଆଯାଉ ବୋଲି ବିଜେଡି ଅଭିଯୋଗ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧ ତାରିଖ ରବିବାର ଦିନ ଆଠଟି ରାଶିର ବ୍ୟକ୍ତିମାନେ ପାଇବେ ଭଲ ଖବର

March 1, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026
Latest News

ଆଜି ମାର୍ଚ୍ଚ ୧ ତାରିଖ ରବିବାର ଦିନ ଆଠଟି ରାଶିର ବ୍ୟକ୍ତିମାନେ ପାଇବେ ଭଲ ଖବର

March 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.