ରାଜ୍ୟର ନୂଆ ଥାନାଗୁଡିକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Jan 10, 2023, 7:22 am IST

ଭୁବନେଶ୍ବର: ରାଜ୍ୟରେ ପୋଲିସ ପ୍ରଶାସନ ଲୋକଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଆଉ ଏକ ପ୍ରୟାସ। ତାହା ହେଲା ଆଜି ଏକାଥରେ ତିରିଶିଟି ନୂଆ ଥାନାର ଉଦଘାଟନ କରିଛନ୍ତି। ଏହି ଥାନାଗୁଡିକ ହେଲା

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ସାଳିଆ ସାହିରେ ଥିବା ମୈତ୍ରି ବିହାର ଥାନାକୁ ଉଦ୍ଘାଟନ କରିଛନ୍ତି। ସେଠାରୁ ସେ ଭର୍ଚୁୟାଲି ରାଜ୍ୟର ଅନ୍ୟ ଥାନାଗୁଡିକ ଉଦଘାଟନ କରିଥିଲେ।

Related posts