ସ୍ୱତନ୍ତ୍ର ଭାଲେଂଟାଇନ୍ ଡେ କଲେକ୍‌ସନର ଶୁଭାରମ୍ଭ କଲା ରିଲାଏନ୍‌ସ ଜୁଏଲ୍‌ସ

Published: Feb 9, 2023, 4:58 pm IST

ଭୁବନେଶ୍ଵର: ଚଳିତ ଭାଲେଂଟାଇନ୍ ଦିବସରେ ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନଙ୍କୁ ସବୁଠାରୁ ପ୍ରମୁଖ ବ୍ୟକ୍ତିଙ୍କୁ ଭୁଲି ନଯିବା ପାଇଁ କହିଛନ୍ତି, ଯିଏକି ହେଉଛନ୍ତି “ଆପଣ ନିଜେ”; ତେଣୁ ଭାଲେଂଟାଇନ୍ ଦିବସ କେବଳ ଆପଣଙ୍କର ପ୍ରିୟଜନଙ୍କ ପାଇଁ ଉତ୍ସବର ସମୟ ହେବ ନାହିଁ ବରଂ ଏହା ସହିତ ଆପଣ ନିଜ ପାଇଁ ମଧ୍ୟ ଏହି ପ୍ରେମକୁ ପାଳନ କରିପାରିବେ।

ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଏହାର ସ୍ୱତନ୍ତ୍ର ଭାଲେଟାଂଇନ୍ ଡେ କଲେକ୍ସନର ଶୁଭାରମ୍ଭ କରିଛି ଯାହା ସହିତ ଆପଣ ନିଜ ପାଇଁ ମଧ୍ୟ ଏହି ଉତ୍ସବର ପାଳନ କରିପାରିବେ। ଏହା ସେମାନଙ୍କ ପାଇଁ ଏକ କଲେକ୍ସନ ଯେଉଁମାନେ ନିଜକୁ ଭଲ ପାଇଥାନ୍ତି। ଚଳିତ ଭାଲେଂଟାଇନ୍ ଦିବସ ଅବସରରେ ୰ ଖୁଦ୍ ସେ ଭି ପ୍ୟାର କରୋ ଓ ଆପଣଙ୍କର ଚମକ ସହିତ ସାରା ବିଶ୍ୱକୁ ଚମକାଇ ଦିଅନ୍ତୁ। ନିଜକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରନ୍ତୁ ଓ ଏହାକୁ ବିଶ୍ୱ ନିକଟରେ ପ୍ରକାଶ କରିବାରେ ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ।

ଏହି ଋତୁକୁ ପାଳନ କରିବା ପାଇଁ ରିଲାଏନ୍ସ ଜୁଏଲ୍ସ ଏକ ସୁନ୍ଦର ଡାଏମଣ୍ଡ ଜୁଏଲାରୀ କଲେକ୍ସନର ଶୁଭାରମ୍ଭ କରିଛି ଯେଉଁଥିରେ ରହିଛି ବ୍ରେସଲେଟ୍ ଓ ରିଙ୍ଗ ସହିତ କର୍ଭି ଫର୍ମ ଓ ମୋଟିଫ୍ କମ୍ପୋଜିଟ୍ ଡାଏମଣ୍ଡ ସେଟିଂ ସହିତ ଯାହାକି ଆପଣଙ୍କୁ ଏକ ଆକର୍ଷଣୀୟ ରୂପ ପ୍ରଦାନ କରିଥାଏ। ଡିଜାଇନରେ କନ୍‌ସନଟ୍ରିକ୍ ସର୍କଲର ବ୍ୟବହାର ସୀମାୀନ ସ୍ୱ-ପ୍ରେମକୁ ଦର୍ଶାଏ ଓ ଯାହାକୁ ଜଣେ ସର୍ବଦା ମନେ ରଖିବା ଆବଶ୍ୟକ। ଏହି କଲେକ୍ସନରେ ରହିଛି ଆକର୍ଷଣୀୟ ହୀରାଖଚିତ ବ୍ରେସଲେଟ୍‌, ପେଣ୍ଡାଂଟସ ଓ ମୁଦି ଯାହାକି ସ୍ୱ-ପ୍ରେମ ଦ୍ୱାରା ଅନୁପ୍ରେରିତ ଓ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ରହିଛି। ଏହି ଡିଜାଇନଗୁଡ଼ିକ ପାର୍ବଣ ସମୟ ପାଇଁ, କାର୍ଯ୍ୟ ସ୍ଥଳରେ ଓ ପାର୍ଟିରେ ପିନ୍ଧିବା ପାଇଁ ଉତ୍କୃଷ୍ଟ ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଏହି ଡିଜାଇନ୍ ଗୁଡ଼ିକ ଉଭୟ ୟେଲୋ ଗୋଲ୍ଡ ଓ ରୋଜ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏହା ଆଇଜିଆଇ ଓ ଆନ୍ତର୍ଜାତିକ ଭାବରେ ପ୍ରମାଣିତ ଚମକଦାର ହୀରା ଖଚିତ ଅଟେ।

ଏହି ନୂତନ କଲେକ୍ସନ ସହିତ, ରିଲାଏନ୍ସ ଜୁଏଲ୍ସ ମଧ୍ୟ ଏକ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ କରିଛି ଯାହାର ନାମ ହେଉଛି ‘ଡ୍ରିମ୍ ଡାଏମଣ୍ଡ ସେଲ୍‌’ ଯାହାକି ଫେବୃୟାରୀ ୧୪ ପର୍ଯ୍ୟନ୍ତ ରହିବ। ଏହା ରିଲାଏନ୍ସ ଜୁଏଲ୍ସର ଡାଏମଣ୍ଡ ଉତ୍ପାଦ ଗୁଡ଼ିକ ଉପରେ ଇନଭଏସ୍ ମୂଲ୍ୟରେ ୨୫% ରିହାତି ପ୍ରଦାନ କରେ। ପାଟ୍ରନ୍ ମାନେ ମଧ୍ୟ ସେମାନଙ୍କର ପ୍ରିୟ ଡାଏମଣ୍ଡ ଜୁଏଲାରୀକୁ ବାଛିବା ସମୟରେ ଏହାକୁ ଉପଲବ୍ଧ କରିପାରିବେ।

ଦେଖନ୍ତୁ “ଖୁଦ୍‌ସେ ଭି ପ୍ୟାର କରୋ – ଏକ ସ୍ୱତନ୍ତ୍ର ଭଲେଂଟାଇନ୍ ଡେ କଲେକ୍ସନ” ଯାହାକି ସ୍ୱ-ପ୍ରେମ ଦ୍ୱାରା ଅନୁପ୍ରେରିତ ଓ https://bit.ly/3Y8c7wGଲିଙ୍କକୁ ଅନୁସରଣ କରନ୍ତୁ ଓ ଏହା ସହିତ ଭାଲେଂଟାଇନ୍ ଦିବସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ https://www.instagram.com/p/CoM1wDatdzG/ କୁ ଯାଅନ୍ତୁ ଓ ଏହା ସହିତ ଭାଲେଂଟାଇନ୍ ଦିବସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ https://www.instagram.com/p/CoM1wDatdzG/ କୁ ଯାଆନ୍ତୁ ଓ ପୋଷ୍ଟ କପିରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶର ଅନୁପାଳନ କରନ୍ତୁ।

ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍ସ କହିଛନ୍ତି ଯେ, “ଚଳିତ ପ୍ରେମ ଋତୁରେ, ଆମେ ଆମର ସମ୍ମାନନୀୟ ପାଟ୍ରନଙ୍କ ସହିତ “ନିଜକୁ ଭଲ ପାଇବା” ର ବାସ୍ତବିକ ଅର୍ଥକୁ ଗ୍ରହଣ କରିଛି ଯାହାକି ସ୍ୱପ୍ରେମ ଦ୍ୱାରା ଅନୁପ୍ରେରିତ। ଏହି କଳେକ୍ସନରେ ମିନିମାଲିଷ୍ଟିକ୍ ଓ ଆକର୍ଷଣୀୟ ଡିଜାଇନ୍ ସ୍ୱତନ୍ତ୍ର ମୁହୂର୍ତ ପାଇଁ ସର୍ବୋତ୍କୃଷ୍ଟ ଅଟେ। ଆମେ ସର୍ବଦା ଆମର ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ। ଏହି ସୁନ୍ଦର ଚିନ୍ତାଧାରା ସହିତ ଆମେ ବିଶ୍ୱକୁ ଅନୁପ୍ରେରିତ କରିବା ପାଇଁ ଆଶା କରୁଛୁ ଯାହା ଦ୍ୱାରା ଆପଣ ନିଜର ପ୍ରିୟଜନଙ୍କ ପାଇଁ ଏହାକୁ ପରିପ୍ରକାଶ କରିପାରିବେ ଓ ଏକ ଦୃଢ଼ ବନ୍ଧନକୁ ସ୍ଥାପନ କରିପାରିବେ।”

ଏହି ଆକର୍ଷଣୀୟ କଲେକ୍ସନ ସ୍ୱତନ୍ତ୍ର ଭାବରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ଉପଲବ୍ଧ ହେବ ଓ ଏହାର ଏକ ବଛା ବଛା ସମ୍ଭାବର ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ https://bit.ly/3JERkg1 ରେ ଉପଲବ୍ଧ ହେବ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ। ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୩୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୭୦+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି । ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ । ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି। ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି। ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ। ପ୍ରତି କଲେକ୍‌ସନରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି।

ରିଲାଏନ୍‌ସ ଜୁଏଲ୍‌ସ ଏସଆଇଏସ୍ ବା ସପ୍‌-ଇନ୍‌-ସପ୍ ଫର୍ମାଟ୍‌, ଯାହାକି ବଛା ବଛା ଟ୍ରେଣ୍ଡସ ଓ ଅବନ୍ତରା ଷ୍ଟୋରରେ ସାରା ଭାରତରେ ରହିଛି, ଏବଂ ଏଠାରେ ସମସ୍ତ ଅବସର ପାଇଁ ଉଚିତ୍ ମୂଲ୍ୟରେ ଫାଇ୍‌ନ ଜୁଏଲାରୀ ରହିଛି। ଏହା ଆପଣଙ୍କର ଦୈନନ୍ଦିନ ଓ କର୍ଯ୍ୟ କ୍ଷେତ୍ରରେ ପିନ୍ଧିବା ପାଇଁ ହାଲୁକା ଓଜନର ଆକର୍ଷଣୀୟ ଗହଣା ପାଇପାରିବେ ତଥା ସମସ୍ତ ପ୍ରକାର ଉପହାର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବେ। ଏହି କଲେକ୍‌ସନ ଆଇଜିଆଇ ସାର୍ଟିଫାଏଡ୍ ଡାଏମଣ୍ଡ ଜୁଏଲାରୀ ପାଇଁ ଟ.୪୮୦୦/- ରୁ ଆରମ୍ଭ, ବିଆଇଏସ୍ ହଲମାର୍କ ଗୋଲ୍‌ଡ ଜୁଏଲାରୀ ପାଇଁ ଟ.୩୫୦୦/- ରୁ ଓ ୯୨.୫ ଷ୍ଟେରଲିଂ ସିଲଭର ଜୁଏଲାରୀ ପାଇଁ ଟ.୫୦୦/- ରୁ ଆରମ୍ଭ ଅଟେ।

Related posts