ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ୱାଲମାର୍ଟ ସିଇଓ ଡୋଗ୍ ମ୍ୟାକମିଲନ

Published: May 15, 2023, 3:01 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନ ସାକ୍ଷାତ କରିଛନ୍ତି।

ୱାଲମାର୍ଟର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କ ସହ ବୈଠକ ଫଳପ୍ରଦ ଥିଲା । ବିଭିନ୍ନ ବିଷୟରେ ଗଭୀର ଭାବେ ଆଲୋଚନା ହୋଇଥିଲା । ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ

ଦେଖିବା ଖୁସିର ବିଷୟ’ ।

Related posts