ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଡେଟସିଟ୍ ପ୍ରକାଶ କରିଛି। ଏଥର ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୪ ରୁ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ଡେଟ ସିଟ୍ ଡାଉନଲୋଡ୍ କରିପାରିବେ। cbse ଦଶମ ଦ୍ୱାଦଶ ଶ୍ରେଣୀ
ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀNovember 10, 2025