କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟିଏମସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ମମତା ବାନାର୍ଜୀଙ୍କ ଆଘାତ ସମ୍ପର୍କରେ ସୂଚନା ଦିଆଯାଇଛି। ଟିଏମସି ଲେଖିଛି ଯେ, ଆମର ଅଧ୍ୟକ୍ଷ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।
https://twitter.com/AITCofficial/status/1768286010264502610?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1768286010264502610%7Ctwgr%5Ed3517b6dfacea1ccf0d548b0fbc6cbb2a8f949f8%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fmamata-banerjee-sustained-a-major-injury-admitted-in-hospital-2639318