ବର୍ଷା ଯୋଗୁଁ ବାତିଲ ହେଲା ମ୍ୟାଚ: ପ୍ଲେ ଅଫ୍ ଦୌଡରୁ ବିଦା ହେଲା ଗୁଜୁରାଟ

Published: May 14, 2024, 8:12 am IST

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଗୁଜୁରାଟ ଏବଂ କୋଲକାତା ମଧ୍ୟରେ ଖେଳ ବର୍ଷା ହେତୁ ବାତିଲ ହୋଇଯାଇଛି। ଏହି କାରଣରୁ ଗୁଜୁରାଟକୁ ବଡ କ୍ଷତି ହୋଇଛି। ଦଳ ପ୍ଲେ ଅଫ୍ ଦୌଡରୁ ବିଦା ହୋଇଛି। ମ୍ୟାଚ୍ ବାତିଲ ହେବା ପରେ ଗୁଜୁରାଟ ଏବଂ କୋଲକାତା ୧-୧ ପଏଣ୍ଟ ପାଇଛନ୍ତି। ପଏଣ୍ଟ ଟେବୁଲରେ କୋଲକାତା ଶୀର୍ଷରେ ଅଛି ଏବଂ ଏହା ପୂର୍ବରୁ କୋଲକାତା ଯୋଗ୍ୟତା ଅର୍ଜନ କରିଛି।

Related posts