Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ଫୋନ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ କହିଲେ?
ଆଜିର ଖବର

ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ଫୋନ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ କହିଲେ?

July 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱ କପ ବିଜେତା ଭାରତୀୟପୁରୁଷ କ୍ରିକେଟ ଟିମକୁ ଫୋନ କରି ଅଭିନନ୍ଦନ ଜଣାଇଲେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟୁର୍ଣ୍ଣାମେଣ୍ଟରେ ଟିମଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ମୋଦୀ ପ୍ରଶଂସାକରିଥିଲେ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି:

“ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମସହ କଥା ହେଲି ଏବଂ ସେମାନଙ୍କୁ ଅଭୂତ ସଫଳତା ପ୍ରଦର୍ଶନପାଇଁ ପ୍ରଶଂସା କଲି। ଟୁର୍ଣ୍ଣାମେଣ୍ଟରେ ସେମାନେ ଅସାଧାରଣଦକ୍ଷତାର ପ୍ରଦର୍ଶନ କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ପ୍ରତିବଦ୍ଧତା ଥିଲା ପ୍ରେରଣାଦାୟକ”।

ଟୁର୍ଣ୍ଣାମେଣ୍ଟରେ ଟିମର କୋଚ ରାହୁଲ ଦ୍ରାବିଡ଼, ଅଧିନାୟକରୋହିତ ଶର୍ମା ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉତ୍କୃଷ୍ଟ ଖେଳ ଓ ଅବିଚଳିତ ପ୍ରତିବଦ୍ଧତା ପାଇଁ ଶ୍ରୀ ମୋଦୀ ଏକ୍ସରେ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ କରିଛନ୍ତି।

“ପ୍ରିୟ…

ତୁମେ ସର୍ବୋତ୍କୃଷ୍ଟ ବ୍ୟକ୍ତି। ତୁମର ଆକ୍ରମଣାତ୍ମକ ଚିନ୍ତାଧାରା, ବ୍ୟାଟିଂ ଏବଂ ଅଧିନାୟକତ୍ୱ ଭାରତୀୟ ଟିମକୁ ନୂତନ ଦିଶାଦେଇଛି। ତୁମ ଟି-ଟ୍ୱେଣ୍ଟି କ୍ୟାରିଅର ସର୍ବଦା ମନେ ରହିବ।ଆଜି ତୁମ ସହ କଥା ହୋଇ ଖୁସି ଲାଗିଲା।”

“ପ୍ରିୟ…

ତୁମ ସହ କଥା ହୋଇ ଖୁସି ଲାଗିଲା। ଫାଇନାଲ ମ୍ୟାଚରଇନିଂସ ଭଳି ଭାରତୀୟ ବ୍ୟାଟିଂର ତୁମେ କର୍ଣ୍ଣଧାର ସାଜିଥିଲ। ଖେଳର ପ୍ରତ୍ୟେକ କ୍ଷେତ୍ରରେ ତୁମେ ପ୍ରଦର୍ଶନ କରିଛ। ଟି-ଟ୍ୱେଣ୍ଟି କ୍ରିକେଟ ତୁମର ଅନୁପସ୍ଥିତି ଅନୁଭବ କରିବ, କିନ୍ତୁମୋର ବିଶ୍ୱାସ ଅଛି ନୂଆ ପିଢ଼ିର ଖେଳାଳିମାନଙ୍କୁ ତୁମେପ୍ରୋତ୍ସାହିତ କରି ଚାଲିବ।”

“ରାହୁଲ ଦ୍ରାବିଡ଼ଙ୍କ ସର୍ବୋତ୍କୃଷ୍ଟ କୋଚିଂ ଯାତ୍ରା ଭାରତୀୟ କ୍ରିକେଟକୁ ସଫଳତାର ରୂପ ଆଣି ଦେଇଛି। ତାଙ୍କରଅବିଚଳିତ ଉତ୍ସର୍ଗୀକୃତ ମନୋଭାବ, ରଣନୀତି, ଉଚିତପ୍ରତିଭା ଚୟନ ଟିମକୁ ରୂପାନ୍ତରିତ କରିପାରିଛି।

ନୂତନ ପିଢ଼ିକୁ ପ୍ରୋତ୍ସାହିତ କରିବା ସହ ତାଙ୍କର ଅବଦାନନିମନ୍ତେ ଭାରତ ତାଙ୍କ ନିକଟରେ କୃତଜ୍ଞ। ତାଙ୍କ ହାତରେବିଶ୍ୱକପ ଦେଖି ବହୁତ ଖୁସି ଲାଗିଲା। ତାଙ୍କୁ ଅଭିନନ୍ଦନଜଣାଇ ବହୁତ ଖୁସି।”

ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.