ସ୍ଵପ୍ନିଲଙ୍କ ସୁଟିଂରେ କମାଲ, ଭାରତକୁ ଦେଲେ ବ୍ରୋଞ୍ଜ ପଦକ

Published: Aug 1, 2024, 2:02 pm IST

ନୂଆଦିଲ୍ଲୀ: ଭାରତର ସ୍ୱପ୍ନିଲ କୁସଲେ କମାଲ କରିଛନ୍ତି। ସେ ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ୫୦ ମିଟର ରାଇଫଲ ଇଭେଣ୍ଟରେ ସ୍ୱପ୍ନିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କର ମୋଟ ସ୍କୋର ୪୫୧.୪ ଥିଲା।

ଚୀନ୍‌ର ଲିୟୁ ୟୁକୁନ୍ ଶୀର୍ଷରେ ରହିଛନ୍ତି। ତାଙ୍କର ସ୍କୋର ୪୬୩.୬ ଥିଲା। ୟୁକ୍ରେନର କୁଲିସ୍ ସେରହି ଦ୍ୱିତୀୟ ସ୍ଥାନରେ ରହିଥିଲେ।

Related posts