ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ହଠାତ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏମିରିଟସ୍ ରତନ ଟାଟାଙ୍କୁ ୮୬ ବର୍ଷ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। Breaking News ratan tata TATA SONS
IAS Vacancies in Odisha: ରାଜ୍ୟରେ କେତେ ଆଇଏଏସ ପଦବୀ ଖାଲି ଅଛି ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀDecember 1, 2025