ନବରାତ୍ରୀର ନବମ ଦିନରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

Published: Oct 11, 2024, 2:12 pm IST

ନୂଆଦିଲ୍ଲୀ: ନବରାତ୍ରୀର ନବମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀରେ ମା’ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ନମନ। ତାଙ୍କ କୃପାରୁ ଶ୍ରଦ୍ଧାଳୁଙ୍କୁ ଲକ୍ଷ୍ୟ-ସିଦ୍ଧିର ଆଶୀର୍ବାଦ ମିଳେ। ମା’ ସିଦ୍ଧିଦାତ୍ରୀଙ୍କ ଏହି ସ୍ତୁତି ଆପଣ ସମସ୍ତଙ୍କ ପାଇଁ…”

Related posts