Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଡିଆ ମେଣ୍ଟରୁ ଅଲଗା ହେଉଛନ୍ତି କି ସହଯୋଗୀ ଦଳ?: ବିରୋଧୀଙ୍କ ପ୍ରଦର୍ଶନରୁ ଅନୁପସ୍ଥିତ ରହିଲେ ଏସପି ଏବଂ ଟିଏମସି
ଜାତୀୟ ଖବର

ଇଣ୍ଡିଆ ମେଣ୍ଟରୁ ଅଲଗା ହେଉଛନ୍ତି କି ସହଯୋଗୀ ଦଳ?: ବିରୋଧୀଙ୍କ ପ୍ରଦର୍ଶନରୁ ଅନୁପସ୍ଥିତ ରହିଲେ ଏସପି ଏବଂ ଟିଏମସି

December 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ନବମ ଦିନ। ଆଜି ବି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଲୋଚନା ପାଇଁ ରଖାଯିବ। ଏହା ବ୍ୟତୀତ ବିରୋଧୀ ଦଳ କଂଗ୍ରେସ ଅଦାନୀ ପ୍ରସଙ୍ଗରେ ପ୍ରଦର୍ଶନ କରୁଛି। କଂଗ୍ରେସ ସାଂସଦମାନେ କଳା ଜ୍ୟାକେଟ ପିନ୍ଧି ବିରୋଧ କରୁଛନ୍ତି। ଜ୍ୟାକେଟରେ ଲେଖାଯାଇଛି ଯେ, ‘ମୋଦୀ ଏବଂ ଆଦାନୀ ଏକ’।

ବିରୋଧୀ ସାଂସଦମାନେ ଅଦାନୀ ମାମଲାକୁ ନେଇ ସଂସଦ ପରିସରରେ ବିରୋଧ କରିଛନ୍ତି। କିନ୍ତୁ ଏହି ପ୍ରତିବାଦରେ ଟିଏମସି ଏବଂ ଏସପି ସାଂସଦମାନେ ସାମିଲ ହୋଇନାହାନ୍ତି।

Lok Sabha Lok Sabha Winter Session parliament Parliament Winter Session Parliament Winter Session 2024 Parliament Winter Session Live
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ସୁରକ୍ଷିତ ଘରକୁ ଫେରିଲେ ସୁଦାନରେ ନିଖୋଜ ଯୁବକ: ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

December 18, 2025

ରାଜ୍ୟସଭାରେ ପାରିତ ହେଲା ‘ସମସ୍ତଙ୍କ ପାଇଁ ବୀମା, ସମସ୍ତଙ୍କ ପାଇଁ ସୁରକ୍ଷା ବିଲ୍ 2025’

December 18, 2025
Latest News

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

December 18, 2025

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ

December 18, 2025

ସୁରକ୍ଷିତ ଘରକୁ ଫେରିଲେ ସୁଦାନରେ ନିଖୋଜ ଯୁବକ: ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.