Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବେଆଇନ ଦଖଲ ଗ୍ରହଣୀୟ ନୁହେଁ’: ଲଦାଖ ଅଞ୍ଚଳରେ ନୂତନ କାଉଣ୍ଟି ଘୋଷଣା ଉପରେ ଚୀନ୍‌କୁ ଭାରତର ଦୃଢ ବାର୍ତ୍ତା
ଆଜିର ଖବର

‘ବେଆଇନ ଦଖଲ ଗ୍ରହଣୀୟ ନୁହେଁ’: ଲଦାଖ ଅଞ୍ଚଳରେ ନୂତନ କାଉଣ୍ଟି ଘୋଷଣା ଉପରେ ଚୀନ୍‌କୁ ଭାରତର ଦୃଢ ବାର୍ତ୍ତା

January 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣଧୀର ଜୟସ୍ଵାଲ
ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ?, ଟ୍ରମ୍ଫଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ LAC ପ୍ରସଙ୍ଗ ସମାଧାନ ହେବାକୁ ଯାଉଥିବା ବେଳେ ଚୀନ୍ ସରକାର ପୁଣି ଲୋଭନୀୟ ଚେହେରା ଦେଖାଇଛନ୍ତି। ଚୀନ୍ ଲଦାଖର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ଚୀନ୍‌କୁ କଡ଼ା ସମାଲୋଚନା କରିଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚୀନ୍ ନିଜର ହୋତାନ୍ ପ୍ରଦେଶରେ ଦୁଇଟି ନୂତନ କାଉଣ୍ଟି ଘୋଷଣା କରିଛି, ଯାହା ଲଦାଖର ଅଂଶ। ତେଣୁ ଚୀନ୍ ସମ୍ମୁଖରେ ଭାରତ ଗୁରୁତର ବିରୋଧ ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଆଜି ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, “ଚୀନ୍‌ର ହୋତାନ ପ୍ରଦେଶରେ ଦୁଇଟି ନୂତନ କାଉଣ୍ଟି ପ୍ରତିଷ୍ଠା ସମ୍ପର୍କରେ ଆମେ ଘୋଷଣା ଦେଖିଛୁ। ଏହି ତଥାକଥିତ କାଉଣ୍ଟିଗୁଡିକର ଅଧିକାରର କିଛି ଅଂଶ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଆସେ।

ଚୀନ୍ ତିବ୍ଦତୀୟ ଅଞ୍ଚଳରେ ବିଶ୍ୱର ବୃହତ୍ତମ ବନ୍ଧ ନିର୍ମାଣ କରୁଛି। ଏହି ଡ୍ୟାମ୍ ୟାରଲୁଙ୍ଗ ତାଙ୍ଗପୋ ନଦୀ ଉପରେ ନିର୍ମାଣ ହେବ। ଏହି ନଦୀ ପରେ ବ୍ରହ୍ମପୁତ୍ରରେ ପରିଣତ ହୋଇଥାଏ ଏବଂ ବାଂଲାଦେଶରେ ଏହାକୁ ଜୁମ୍ନା ନଦୀ କୁହାଯାଏ। ଏହି ବନ୍ଧ ପ୍ରକଳ୍ପକୁ ନେଇ ଭାରତ ଏବଂ ବାଂଲାଦେଶର ବିଶେଷଜ୍ଞମାନେ ମଧ୍ୟ ଅନେକ ଉଦ୍ବେଗ ପ୍ରକାଶ କରିଥିଲେ।

Breaking News china india lac
Share. Facebook Twitter LinkedIn Email WhatsApp Copy Link

Related Posts

ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ସାଜିଛି ସେଲ୍ଫି ପଏଣ୍ଟ

December 15, 2025

ରେଳ ବିଦ୍ୟୁତୀକରଣରେ ଦକ୍ଷତା ବୃଦ୍ଧି, ଡିଜେଲ ହ୍ରାସ ଓ ବିଶ୍ୱ ମାନଦଣ୍ଡ ସ୍ଥାପନ

December 15, 2025

ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

December 15, 2025

ଭଦ୍ରକରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗ: ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍

December 15, 2025
Latest News

ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ସାଜିଛି ସେଲ୍ଫି ପଏଣ୍ଟ

December 15, 2025

ରେଳ ବିଦ୍ୟୁତୀକରଣରେ ଦକ୍ଷତା ବୃଦ୍ଧି, ଡିଜେଲ ହ୍ରାସ ଓ ବିଶ୍ୱ ମାନଦଣ୍ଡ ସ୍ଥାପନ

December 15, 2025

ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

December 15, 2025

ଭଦ୍ରକରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗ: ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍

December 15, 2025

“ମାନବୀୟ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦେବା ଜରୁରୀ”: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.