Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ସବୁଠାରୁ ବଡ ଇଲେକ୍ଟ୍ରୋନିକ୍ସ ସେଲ୍‌ ଡିଜିଟାଲ୍ ଇଣ୍ଡିଆ ସେଲ୍‌ ସହିତ ଫେରିଲା ରିଲାଏନ୍ସ ଡିଜିଟାଲ୍ 
ଆଜିର ଖବର

ଭାରତର ସବୁଠାରୁ ବଡ ଇଲେକ୍ଟ୍ରୋନିକ୍ସ ସେଲ୍‌ ଡିଜିଟାଲ୍ ଇଣ୍ଡିଆ ସେଲ୍‌ ସହିତ ଫେରିଲା ରିଲାଏନ୍ସ ଡିଜିଟାଲ୍ 

January 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଡିଜିଟାଲ ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌  ‘ଡିଜିଟାଲ୍ ଇଣ୍ଡିଆ ସେଲ୍‌’ ପ୍ରତ୍ୟାବର୍ତ୍ତନର ଘୋଷଣା କରିଛି ଯେଉଁଥିରେ ଇଲେକ୍ଟ୍ରୋନିକ୍ସର ବିସ୍ତୃତ ଶୃଂଖଳ ଉପରେ ଅତୁଳନୀୟ ଛାଡ଼ ପ୍ରଦାନର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ ଖରିଦ ଉପରେ ₹ 26000 ପର୍ଯ୍ୟନ୍ତ ରିହାତି ତୁରନ୍ତ ଉପଭୋଗ କରିପାରିବେ। ଏହି ଅଫର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଏବଂ ମାଇଁ ଜିଓ ଷ୍ଟୋରଗୁଡ଼ିକରେ ଏବଂ ଅନଲାଇନ www.relianedigital.in ରେ ଉପଲବ୍ଧ ଅଟେ। ଷ୍ଟୋରରେ ଖରିଦ କରୁଥିବା ଲୋକମାନେ ଏକାଧିକ ଫାଇନାନ୍ସ ବିକଳ୍ପ ଚୟନ କରିପାରିବେ, ଗ୍ରାହକ କଂଜ୍ୟୁମର ଡ୍ୟୁରେବଲ୍‌ ଲୋନ୍‌ ଉପରେ ₹26000 ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସାମିଲ ଅଟେ। ଗ୍ରାହକମାନେ ୟୁପିଆଇ (UPI) ବ୍ୟବହାର କରିବା ସମୟରେ ଆକ୍ସେସରିଜ୍ ଏବଂ ଛୋଟ ଉପକରଣ ଉପରେ ₹1000 ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ। ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଗ୍ରେଡ କରିବା ଏତେ ସହଜ ନଥିଲା ! ଡିଜିଟାଲ୍ ଇଣ୍ଡିଆ ସେଲ୍‌ 26 ଜାନୁୟାରୀ 2025 ସମଗ୍ର ଦେଶରେ ଜାରୀ ରହିବ।

ଲାପଟପ୍ ଚାହୁଁଥିବା ଗ୍ରାହକମାନେ ₹ 26999* ରୁ ଆରମ୍ଭ ୱାର୍କ ଆଣ୍ଡ୍ ଲର୍ନ କୋର୍ i3 ରେଞ୍ଜ, ₹ 49999* ରୁ ଆରମ୍ଭ ହେଉଥିବା କ୍ରିଏଟର କୋର i5H ରେଞ୍ଜ ଏବଂ ₹ 47599 * ରୁ ଆରମ୍ଭ ହେଉଥିବା ଗେମିଙ୍ଗ RTX 3050 ରେଞ୍ଜ ମଧ୍ୟରୁ ନିଜର ପସନ୍ଦ ଚୟନ କରିପାରିବେ। ଛୋଟ ସ୍କ୍ରୀନ୍‌ ବାଲା ସାମସଙ୍ଗ ଟ୍ୟାବଲେଟ୍ A9 + ର ମୂଲ୍ୟ ₹ 10999 * ରୁ ଆରମ୍ଭ ହୋଇଥାଏ।

ଫ୍ଲିପ୍ ଫୋନର ପ୍ରଶଂସକମାନେ ମୋଟରୋଲା ରେଜର 50 ଅଲଟ୍ରା 12 ଜିବି / 512 ଜିବିକୁ ମାତ୍ର ₹69999 * ରେ ଖରିଦ କରିପାରିବେ, ଯାହାକୁ ‘2024 ର ବେଷ୍ଟ ଫ୍ଲିପ୍ ଫୋନ୍’ ପୁରସ୍କାର ମିଳିଛି, ଏହା ସହିତ ₹9999 ମୂଲ୍ୟର ମୋଟୋ ବଡ୍ସ + (ବୋଷ ଦ୍ୱାରା ଧ୍ୱନି) ବି ମାଗଣାରେ ପାଇପାରିବେ।

ସର୍ବୋତ୍ତମ ସିନେମାଟିକ୍ ଅନୁଭବ ପାଇଁ 190 ସେମି (75) 4K UHD ଟିଭି ₹59990* ରୁ ଆରମ୍ଭ ହେଉଛି। ବଡ଼ ସ୍କ୍ରୀନ୍ ମନୋରଞ୍ଜନର ପ୍ରଶଂସକମାନଙ୍କ ପାଇଁ 140 ସେମି (55) ଟିଭି ₹27990* ରୁ ଆରମ୍ଭ ହୋଇ ମାତ୍ର ₹1990 ର ଇଏମଆଇରେ ଉପଲବ୍ଧ ହେଉଛି। ଡଲବି ଡିଜିଟାଲ୍ ସାଉଣ୍ଡ-ବାର୍ ଉପରେ ବି 50% ପର୍ଯ୍ୟନ୍ତ ରିହାତି ମଧ୍ୟ ଅଛି।

ଫିଟନେସ୍ ଉତ୍ସାହୀମାନେ ଆପଲ୍ ୱାଚ୍ ସିରିଜ୍ 10 କୁ ₹38900 * ରେ କିଣି ପାରିବେ (ମୂଲ୍ୟ ବ୍ୟାଙ୍କ କ୍ୟାସବ୍ୟାକ୍ ଏବଂ ଏକ୍ସଚେଞ୍ଜ ପରେ – 24 ରୁ 26 ଜାନୁୟାରୀ ପର୍ଯ୍ୟନ୍ତ ବୈଧ)।

₹26990* ରୁ ଆରମ୍ଭ ହେଉଥିବା 1.5ଟି 3 ଷ୍ଟାର୍ ଏସି ସହିତ ଗରମକୁ ପ୍ରତିହତ କରନ୍ତୁ। ମାସିକ ₹4849* ରୁ ୱାଶର୍ ଡ୍ରାୟର୍ କିଣନ୍ତୁ ଏବଂ ₹4990 ମୂଲ୍ୟର ଏକ ମାଗଣା ଜେବିଏଲ୍‌ ବିଟି (JBL BT) ସ୍ପିକର ଘରକୁ ନିଅନ୍ତୁ। ₹47990* ରୁ ଆରମ୍ଭ ସାଇଡ୍ ବାୟ ସାଇଡ୍‌ ରେଫ୍ରିଜରେଟର ସହିତ ଆପଣଙ୍କ ତାଜା ଭୋଜନର ସଂରକ୍ଷଣକୁ ଅପଗ୍ରେଡ୍ କରନ୍ତୁ।

ଅଡିଓଫାଇଲ୍‌ସ 13 ମିମି ଡ୍ରାଇଭର ସହିତ ପ୍ରକୃତ ଓୟରଲେସ୍‌ ନନ୍‌ ଏଏନ୍‌ସି ଇୟରବଡ୍‌ ମଧ୍ୟରୁ ନିଜର ପସନ୍ଦ ଚୟନ କରିପାରିବେ, ଯାହାର ମୂଲ୍ୟ ₹899 ରୁ ଆରମ୍ଭ ହେଉଛି, ଏବଂ 4 ମାଇକ୍ସ ଏବଂ 40 ଘଣ୍ଟା ପ୍ଲେ ଟାଇମ୍‌ ସହିତ ଏଏନ୍‌ସି ଇୟରବଡ୍‌ ର ମୂଲ୍ୟ ₹1499 ରୁ ଆରମ୍ଭ ହେଉଛି।

ଆପଣଙ୍କ ଘରକୁ ଅପଗ୍ରେଡ୍ କରିବାର ସଠିକ୍‌ ସମୟ! ହୋମ୍‌ ଏବଂ କିଚେନ୍‌ ଉପକରଣ ମଧ୍ୟରୁ କୌଣସି ବି ଏକ ଉତ୍ପାଦ ଖରିଦ ଉପରେ  5% ର ଛାଡ଼, କୌଣସି ବି ଦୁଇଟି ଉତ୍ପାଦ ଖରିଦ ଉପରେ 10% ର ଛାଡ଼ ଏବଂ 3 କିମ୍ବା ଅଧିକ ଉତ୍ପାଦ କିଣିବା ଉପରେ 15% ର ଭାରୀ ଛାଡ଼ ଉପଭୋଗ କରନ୍ତୁ।

Reliance Digital
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025
Latest News

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.