ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଇସ୍ତଫା ଦେଲେ ଏହି ବିଧାୟକ, ସିନ୍ଦେ ଗୋଷ୍ଠୀରେ ହେବେ ସାମିଲ

Published: Feb 12, 2025, 3:50 pm IST

ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି। ପାର୍ଟି ବିଧାୟକ ରାଜନ ସାଲଭି ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବେ। ସମ୍ପ୍ରତି ଶିନ୍ଦେ ଦଳର ନେତାମାନେ ଦାବି କରିଛନ୍ତି ଯେ, ଉଦ୍ଧବ ଦଳର ନେତାମାନେ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏଭଳି ପରିସ୍ଥିତିରେ ରାଜନ ସାଲଭିଙ୍କ ଇସ୍ତଫା ନେଇ ପ୍ରଶ୍ନ ଉଠିଛି ଯେ, ଏହା ଉଦ୍ଧବ ଗୋଷ୍ଠୀ ପାଇଁ ସତର୍କର ଘଣ୍ଟି କି?

Related posts