Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଇଁ ଆବେଦନ
ଆଜିର ଖବର

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଇଁ ଆବେଦନ

April 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଇଁ ଆବେଦନ

ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ ଢେଙ୍କାନାଳ ଠାରେ ଥିବା ଭାରତୀୟ ଜନ ସଂଚାର ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିବା ପାଇଁ ଦରଖାସ୍ତ ଗ୍ରହଣ ଜାରି ରହିଛି। ଆବେଦନକାରୀ ଅନଲାଇନ/ଅଫଲାଇନରେ ଆବେଦନ କରିପାରିବେ।ସେଥିପାଇଁ କଟକ ବକ୍ସି ବଜାର ଠାରେ ଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣିକରଣ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଠାରେ ଥିବା ପତ୍ର ସୂଚନା କାର୍ଯାଳୟରେ ଫର୍ମ ମିଳୁଛି।

ପ୍ରବେଶିକା ପରୀକ୍ଷା ପାଇଁ ଦରଖାସ୍ତ ସହ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଓ ଅନ୍ୟାନ୍ୟ ବରଂ ପ୍ରାର୍ଥୀଙ୍କ ପାଇଁ  ୩୫୦ ଟଙ୍କା ରଖାଯାଇଛି। ଆବେଦନର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ରଖାଯାଇଛି।

IIMC ଆଇଆଇଏମସି
Share. Facebook Twitter LinkedIn Email WhatsApp Copy Link

Related Posts

ନକ୍ସଲ ମୁକ୍ତ ଭାରତ: ସମନ୍ୱିତ ରଣନୀତିରେ ପରାସ୍ତ ହେଲା ବାମପନ୍ଥୀ ଉଗ୍ରବାଦ

November 25, 2026

ଜର୍ମାନ ଚାନ୍ସେଲରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

November 25, 2026

ଆଜି ନଭେମ୍ବର ୨୫ ତାରିଖରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2026

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ବିମ୍‌ଷ୍ଟେକ୍ ଦୌଡ଼କୁଦ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୬ ଦେଶର ୨୦୦ରୁ ଅଧିକ ଖେଳାଳି

November 24, 2026
Latest News

ନକ୍ସଲ ମୁକ୍ତ ଭାରତ: ସମନ୍ୱିତ ରଣନୀତିରେ ପରାସ୍ତ ହେଲା ବାମପନ୍ଥୀ ଉଗ୍ରବାଦ

November 25, 2026

ଜର୍ମାନ ଚାନ୍ସେଲରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

November 25, 2026

ଆଜି ନଭେମ୍ବର ୨୫ ତାରିଖରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2026

୯୯ତମ ଓସ୍କାର ଅନ୍ତର୍ଜାତୀୟ ଫିଚର ଫିଲ୍ମ ଯୋଗ୍ୟତା: ତାଲିକାରେ ୨ ଭାରତୀୟ ଚଳଚ୍ଚିତ୍ର ‘ଗୋନ୍ଧଳ’ ଓ ‘ଆଙ୍ଘ’

November 24, 2026

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ବିମ୍‌ଷ୍ଟେକ୍ ଦୌଡ଼କୁଦ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୬ ଦେଶର ୨୦୦ରୁ ଅଧିକ ଖେଳାଳି

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.