Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର
ଆଜିର ଖବର

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର: ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ନିମନ୍ତେ ୨୦୨୪ ବର୍ଷ ପାଇଁ ପ୍ରତିଷ୍ଠିତ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣଙ୍କୁ ସନ୍ଥ କବୀର ପୁରସ୍କାର ଏବଂ ୧୯ ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ଅବସରରେ ରାଷ୍ଟ୍ରପତି ଆସନ୍ତା ଅଗଷ୍ଟ ୭ ତାରିଖ ଗୁରୁବାର ଦିନ ଦିଲ୍ଲୀର ଭାରତ ମଣ୍ଡପମଠାରେ ଏହି ପୁରସ୍କାର ପ୍ରଦାନ କରିବେ।

କାର୍ଯ୍ୟକ୍ରମରେ କେନ୍ଦ୍ର କପଡା ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହିବେ। ସନ୍ଥ କବୀର ପୁରସ୍କାର ରୂପେ ନଗଦ ସାଢେ ୩ ଲକ୍ଷ ଟଙ୍କା, ସ୍ବର୍ଣ୍ଣ ମୁଦ୍ରା, ତାମ୍ର ପତ୍ର, ସାଲ ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ଜାତୀୟ ହସ୍ତତନ୍ତ ପୁରସ୍କାର ରୂପେ ନଗଦ ୨ ଲକ୍ଷ ଟଙ୍କା, ତାମ୍ର ପତ୍ର, ସାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଡକାୟତି ଉଦ୍ୟମ ପଣ୍ଡ: ବହୁ ମାରଣାସ୍ତ୍ର ଓ ହାତ ବୋମା ଜବତ, ୫ ଗିରଫ

September 30, 2026

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026
Latest News

ଡକାୟତି ଉଦ୍ୟମ ପଣ୍ଡ: ବହୁ ମାରଣାସ୍ତ୍ର ଓ ହାତ ବୋମା ଜବତ, ୫ ଗିରଫ

September 30, 2026

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.