ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ପ୍ରାୟ 27 ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ଏଥିରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ହେଲେ
ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ବହୁ ଆଇଏଏସ ସେମାନଙ୍କର ମୂଳ ବିଭାଗ ସହିତ ଅତିରିକ୍ତ ଦାୟିତ୍ବ ମଧ୍ୟ ଦେଇଛନ୍ତି।