Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରଫ ହେବା ପରେ ବିଜେଡିରୁ ନିଲମ୍ବନ ହେଲେ କରର୍ପୋରେଟର ଅମରେଶ ଜେନା
ଆଜିର ଖବର

ଗିରଫ ହେବା ପରେ ବିଜେଡିରୁ ନିଲମ୍ବନ ହେଲେ କରର୍ପୋରେଟର ଅମରେଶ ଜେନା

July 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗିରଫ ହେବା ପରେ ବିଜେଡିରୁ ନିଲମ୍ବନ ହେଲେ କରର୍ପୋରେଟର ଅମରେଶ ଜେନା

ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବିଏମସି କରର୍ପୋରେଟର ଅମରେଶ ଜେନା। ଲକ୍ଷ୍ମୀସାଗର ପୋଲିସ ତାଙ୍କୁ ବାଲେଶ୍ବରରୁ ଗିରଫ କରିଛି। ଏହି ଖବର ଜଣାପଡିବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ବିଜୁ ଜନତା ଦଳ। ଏ ନେଇ ଦଳ ତରଫରୁ ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଏମସି କରର୍ପୋରେଟର ଅମେରଶ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।

ଅମେରଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ ମଧ୍ୟ କରାଇଛନ୍ତି। କିଛିଦିନ ତଳେ ପିଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲସି ତତ୍ପରତା ପ୍ରକାଶ କରିଛି। ଗତକାଲି ପୋଲିସ ଅମରେଶଙ୍କ ପାଞ୍ଚ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି। ଏହାପରେ ଅମରେଶଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ତା ପୂର୍ବରୁ ସେ ଭୁବନେଶ୍ବର ଛାଡି ବାଲେଶ୍ବର ପଳାଇଥିଲେ।

ଅମରେଶ ଜେନା ଅମରେଶ ଜେନା ଗିରଫ ଅମରେଶ ବିଜେଡିରୁ ନିଲମ୍ବନ ବିଜେଡ଼ିରୁ ନିଲମ୍ବନ
Share. Facebook Twitter LinkedIn Email WhatsApp Copy Link

Related Posts

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

ନବରଙ୍ଗପୁରରେ ଚାଲିଛି ଟସର ଖୋସା ପ୍ରସ୍ତୁତି ଅଭିଯାନ

July 29, 2025

ପିଏମ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025
Latest News

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

ନବରଙ୍ଗପୁରରେ ଚାଲିଛି ଟସର ଖୋସା ପ୍ରସ୍ତୁତି ଅଭିଯାନ

July 29, 2025

‘ଯଦି ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ, ତେବେ ଏକାଠି କ୍ରିକେଟ କିପରି ଖେଳାଯାଇପାରିବ?’: ଓୱେସି

July 29, 2025

ପିଏମ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.