Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ
ଆଜିର ଖବର

UPIର ନୂତନ ରେକର୍ଡ: ଗୋଟିଏ ଦିନରେ କାରବାର କଲା ୭୦ କୋଟି, ଆମେରିକା ଜନସଂଖ୍ୟାର ଦୁଇଗୁଣ

August 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତରେ UPIର ଲୋକପ୍ରିୟତା ବୃଦ୍ଧି ପାଇଛି। ଯାହା ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। ୨୦୨୪ ବର୍ଷର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ ୩୪.୧୨ କୋଟି ଥିଲା, କିନ୍ତୁ ଭାରତରେ ୨ ଅଗଷ୍ଟ, ୨୦୨୫ ରେ ଗୋଟିଏ ଦିନରେ UPI ମାଧ୍ୟମରେ ରେକର୍ଡ ୭୦.୭ କୋଟି କାରବାର ହୋଇଥିଲା।

UPIର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି

ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (NPCI) ଦ୍ୱାରା ସେୟାର କରାଯାଇଥିବା ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ, ଏହି ପ୍ଲାଟଫର୍ମର ବ୍ୟବହାର କିପରି ଦ୍ରୁତ ଗତିରେ ବୃଦ୍ଧି ପାଇଛି। UPI କେବଳ ଗତ କିଛି ବର୍ଷ ମଧ୍ୟରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୦୨୩ ରେ ପ୍ରତିଦିନ ପ୍ରାୟ ୩୫ କୋଟି UPI କାରବାର ହେଉଥିଲା। ଅଗଷ୍ଟ ୨୦୨୪ ସୁଦ୍ଧା, ଏହି ସଂଖ୍ୟା ୫୦ କୋଟି କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ସଂଖ୍ୟା ୭୦ କୋଟିରେ ପହଞ୍ଚିଛି।

୧୦୦ କୋଟି କାରବାରର ଲକ୍ଷ୍ୟ:

ଏବେ ସରକାରଙ୍କ ଲକ୍ଷ୍ୟ ହେଉଛି UPI ମାଧ୍ୟମରେ ଦୈନିକ କାରବାରକୁ ୧୦୦ କୋଟିକୁ ବୃଦ୍ଧି କରିବା।

UPI Transactions UPI Transactions 2025
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025

ଭାରତର ହସ୍ତତନ୍ତ ଶିଳ୍ପ, ହଜାର ହଜାର ବର୍ଷର ଐତିହ୍ୟ, ସମୃଦ୍ଧ କରିଛି ଦେଶର ଅର୍ଥନୀତି

August 7, 2025
Latest News

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025

ଭାରତର ହସ୍ତତନ୍ତ ଶିଳ୍ପ, ହଜାର ହଜାର ବର୍ଷର ଐତିହ୍ୟ, ସମୃଦ୍ଧ କରିଛି ଦେଶର ଅର୍ଥନୀତି

August 7, 2025

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ, ଜାଣନ୍ତୁ କଣ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.