Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରେ ଆଗତ ହେଲା ମୋଟର ଯାନ ସଂଶାେଧନ ବିଲ୍‌
ଆଜିର ଖବର

ରାଜ୍ୟସଭାରେ ଆଗତ ହେଲା ମୋଟର ଯାନ ସଂଶାେଧନ ବିଲ୍‌

July 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୀତିନ୍ ଗଡକରୀ
ଖୁବ୍ ଶୀଘ୍ର ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ସ୍ମାର୍ଟ AI ଟୋଲ୍ ସିଷ୍ଟମ୍: ନୀତିନ୍ ଗଡକରୀଙ୍କ  ବଡ଼ ଘୋଷଣା

ମୋଟର ଯାନ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ କରାଯାଇଛି । କେନ୍ଦ୍ର ପରିବହନ ଓ ସଡକ ମନ୍ତ୍ରୀ ନିତୀନ୍‌ ଗଡକରୀ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଦେଶରେ ପ୍ରତି ବର୍ଷ ପାଖାପାଖି ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଟ୍ରାଫିକ୍‌ ନିୟମ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଠିକ୍‌ ରୂପେ ପାଳନ କରୁନାହାନ୍ତି । ଯାହାର ଫଳସ୍ବରୂପ ମୃତ୍ୟୁ ତଥା ଶାରିରୀକ ବିକଳାଙ୍ଗର ଶିକାର ହେଉଛନ୍ତି । ଟ୍ରାଫିକ୍‌ ନିୟମ ପାଳନକୁ ସଶକ୍ତ କରିବା ପାଇଁ ମୋଟର ଯାନ ଆକ୍ଟ ୧୯୮୮ରେ ଏବେ ପରିବର୍ତ୍ତନ କରାଯାଇ ମୋଟର ଯାନ (ସଂଶୋଧନ) ବିଲ୍‌ ୨୦୧୯ ଆଗତ କରାଯାଇଛି । ଏହି ବିଲ୍‌ ଲୋକସଭାରେ ପାରିତ କରାଯିବା ପରେ ଏବେ ରାଜ୍ୟସଭାରେ ଆଗତ କରାଯାଇଛି ।  ଗଡ୍‌କରୀ କହିଛନ୍ତି ଯେ, ଯାନବାହନ ଜନିତ ଦୁର୍ଘଟଣାର ଯାଞ୍ଚ ପାଇଁ ଏହି ବିଲ୍‌ରେ ଶକ୍ତ ପ୍ରାବଧାନ ରହିଛି । ଦେଶର ପାଖାପାଖି ୪୦ ପ୍ରତିଶତ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ରହିଛନ୍ତି । ଭାରତରେ ଡ୍ରାଇଭିଂ ଲାଇସେନ୍ସ ନେବା ବହୁତ ସହଜ । ତେବେ ଏହି ସଂଶୋଧନ ବିଲ୍‌ରେ ବିପଦପୂର୍ଣ୍ଣ ଗାଡ଼ି ଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର, ଗାଡ଼ିର ଫିଟିନେସ୍‌, ଓଭର ଲୋଡିଂ ଓ ହେଲ୍‌ମେଟ୍‌ର ବ୍ୟବହାର ଆଦି ବିଷୟକୁ ବେଶ୍‌ କଠୋର କରାଯାଇଛି । ଟ୍ରାଫିକ୍‌ ସମ୍ବନ୍ଧୀୟ ନିୟମକୁ ଉଲ୍ଲଘନ କଲେ ପୂର୍ବଠାରୁ ଅଧିକ ଦଣ୍ଡ ଦେବାର ପ୍ରାବଧାନ ରହିଛି ଏହି ବିଲ୍‌ରେ । ବିନା ଲାଇସେନ୍ସର ଗାଡ଼ି ଚଲାଇବା ପାଇଁ ୫୦୦୦ଟଙ୍କା ଜରିମାନା, ଗାଡ଼ି ଚଲାଇବା ସମୟରେ ମୋବାଇଲ୍‌ ଫୋନ୍‌ରେ ବ୍ୟବହାର କଲେ ସେଥିପାଇଁ ୫୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ମଧ୍ୟ ୫୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଭାରିଯାନ ଚାଳକଙ୍କ ପାଇଁ ଧାରା ୧୮ ବି ସମାନ ଅଭିଯୋଗରେ ୫ହଜାର ଟଙ୍କା ଜରିମାନା ରହିଛି । ସିଟ୍‌ ବେଲ୍ଟ ନ ପିନ୍ଧିଲେ ୧୦୦ ଟଙ୍କା ଜରିମାନା ଲାଗୁଥିବାବେଳେ ଏବେ ଏଥିପାଇଁ ୧୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ନୂତନ ନିୟମ ଅନୁସାରେ ନିର୍ଦ୍ଧାରିତ ମାନଠାରୁ ଖରାପ ମାନର ଇଞ୍ଜିନ୍‌ ନିର୍ମାଣ କରୁଥିବା ଯାନବାହନ ନିର୍ମାଣ ସଂସ୍ଥାକୁ ୫୦୦ କୋଟି ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ଦେବାର ପ୍ରାବଧାନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026
Latest News

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ରତ୍ନ ଭଣ୍ଡାରର ଗଣତିମଣତି ଆରମ୍ଭ: ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ ପୂର୍ବରୁ କେତେ ଥିଲା ଅଳଙ୍କାର?

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.