Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ
ଆଜିର ଖବର

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରୋଗୀର ପେଟରୁ ବାହାରିଲା
ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

The Samikhsya Desk: ଅପରେସନ ପରେ ଜଣେ ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ଦୁଇଟି କଲମ। ଏହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହେବ। କଥାଟି ସଂପୂର୍ଣ୍ଣ ମିଛ ବୋଲି ଭାବିବ। ହେଲେ ତାହା ନୁହେଁଷ ଏହା ସଂପୂର୍ଣ୍ଣ ସତ କଥା। ଜଣେ ରୋଗୀର ପେଟ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପେଟରେ କଣ ଅଛି ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡିଲା ଯେ ତାଙ୍କ ପେଟର ଷ୍ଟିଲ ଚାମଚ, ଟୁଥବ୍ରସ ଓ କଲମ ଅଛି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ଘଟିଛି ହିମାଚଳ ପ୍ରଦେଶର ସିମିଲା ଅଞ୍ଚଳରେ। ସେହି ଅଞ୍ଚଳର ହାପୁର ବାସିନ୍ଦା ସଚୀନ ଯାହାର ବୟସ ୩୫ ବର୍ଷ ହେବ ତାଙ୍କ ପେଟରୁ ଏହି ସବୁ ଜିନିଷ ବାହାରିଥିଲା। ତେବେ ଘଟଣାଟି ହେଲା ସଚିନ ହେଉଛନ୍ତି ଜଣେ ନିଶା ସେବନକାରୀ। ସେ ପ୍ରବଳ ନିଶା ସେବନ କରୁଥିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଦେଇଥିଲେ।

ସେଠାରେ ସଚିନକୁ ଯାହା ଖାଇବାକୁ ଦିଆଯାଉଥିଲା ତାହାର ପରିମାଣ ବେଶ କମ ରହିଥିଲା। ଫଳରେ ସେ ଅସନ୍ତୁଷ୍ଠ ହୋଇପଡିଲା। ରାଗରେ ରୋଷେଇ ଘରେ ଥିବା ଷ୍ଟିଲ ଚାମଚକୁ ବାଥରୁମରେ ଭାଙ୍ଗି ତାହା ଢୋକି ଦେଉଥିଲା। ସେ ସିଧା ଶଙ୍ଖିର ରଖି ଢୋକୁଥିଲା କିମ୍ବା ପାଣି ସହ ଢୋକୁଥିଲା। ଏହାପରେ ସେ କିଛିଦିନ ଧରି ଏପରି କରିବା ପରେ ସେ ପରବର୍ତ୍ତି ସମୟରେ ଟୁଥବ୍ରସ ମଧ୍ୟ ଖାଇବାକୁ ଲାଗିଲେ। ଏପରି ପରିସ୍ଥିତିରେ ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ହେବା ପରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କ ପେଟ ଅପରସେନ କରି ଏହିସବୁ ଜିନିଷ ବାହାର କରାଯାଇଥିଲା।

AZORTE’s New Campaign Redefines ‘Mid’ with Khushi Kapoor & Vedang Raina

ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପବାସ କେବଳ ଭକ୍ତି ନୁହେଁ, ବରଂ ଗଭୀର ସାଧନା: ଜାଣନ୍ତୁ ରହସ୍ୟ!

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

କ୍ରମାଗତ ଦ୍ୱିତୀୟ ଦିନ ପାଇଁ କମିଲା ସୁନା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 26, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପବାସ କେବଳ ଭକ୍ତି ନୁହେଁ, ବରଂ ଗଭୀର ସାଧନା: ଜାଣନ୍ତୁ ରହସ୍ୟ!

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025

କ୍ରମାଗତ ଦ୍ୱିତୀୟ ଦିନ ପାଇଁ କମିଲା ସୁନା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.