Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ “ପାର୍ଶ୍ଵସ୍ରୋତ” ଉନମୋଚିତ

January 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ
ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପୁସ୍ତକ "ପାର୍ଶ୍ଵସ୍ରୋତ" ଭୁବନେଶ୍ବରରେ ଉନମୋଚିତ
ଭୁବନେଶ୍ବର: “ଶୈଶବ୍ୟ ଏବଂ ଚାକିରୀ ଜୀବନର ଅଧାରୁ ଅଧିକ ଜନଜାତିର ଲୋକଙ୍କ ସହ ବିତାଇଥିବାରୁ ମୋ ମନ ଭିତରେ ୬୪ ଟି ଜନଜାତି ଏବଂ PVTG ମାନଙ୍କ ଜୀବନ କାହାଣୀ ସବୁବେଳେ ଏକ ପ୍ରେରଣା ହୋଇ ଆସିଛି। ମୋ ଉପନ୍ୟାସ “ପାର୍ଶ୍ଵସ୍ରୋତ” ରେ ତିନି ପୀଢ଼ିର ଜନଜାତିର କାହାଣୀ ପର୍ଯ୍ୟବେଶିତ। ଆଜିର ଉପନ୍ୟାସ ଉନ୍ମୋଚନ ମୋ ପାଇଁ ଏକ ଅବେଗପୂର୍ଣ୍ଣ ମୁହୂର୍ତ୍ତ । ଏହା ଏକା ଧାରାରେ ମୋ ପରି ଲେଖକଙ୍କ ପାଇଁ ଚଳଚ୍ଚିତ୍ରର ଟ୍ରେଲର ବା ଟିଜର ପରି,” କହିଥିଲେ ବରିଷ୍ଠ ପ୍ରଶାସକ ଓ ଲେଖକ ଅମ୍ରିତ୍ ଋତୁରାଜ।
ଓଡିଆ ଭାଷାରେ ତାଙ୍କର ପ୍ରଥମ ଉପନ୍ୟାସର ଉନ୍ମୋଚନ ଅବସରରେ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ଭରପୁର ସଭାରେ ଲେଖକ ତାଙ୍କର ଲେଖକୀୟ ଦାୟିତ୍ୱବୋଧ ଏବଂ ସାମାଜିକ ସମାନତା ପ୍ରତି ଅଙ୍ଗୀକାର ତଥା ଅନ୍ୟାନ୍ୟ ବିଷୟ ବିଷୟରେ ଆଲୋକପାତ କରିବା ସହ ପ୍ରଥମ ଉପନ୍ୟାସର ଜନକ ହେବାର ପୁଲକ ବିଷୟରେ କିଛି ମନର କଥା କହିଥିଲେ।
ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ, ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ ତଥା ନାରୀବାଦୀ ଲେଖିକା ଓ ପ୍ରସିଦ୍ଧ ଔପନ୍ୟାସିକା ସରୋଜିନୀ ସାହୁ ଏବଂ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଲେଖକଙ୍କ ପତ୍ନୀ ପ୍ରଶାସିକା ଅମୃତା ପ୍ରିୟମ୍ବଦା ମଧ୍ୟ ଏକ ଅନ୍ତିମ ଆଲୋଚନା କ୍ରମରେ ମଞ୍ଚ ମଣ୍ଡନ କରିଥିଲେ । ଶ୍ରୋତା ମଣ୍ଡଳୀରେ ବରିଷ୍ଠ ପ୍ରଶାସକ, ଅଧିକାରୀ, ପ୍ରାକ୍ତନ ପ୍ରଶାସକ, ସାମ୍ବାଦିକ, ସାହିତ୍ୟ ଅନୁରାଗୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଦେବାଶିଷ ସାମନ୍ତରାୟଙ୍କର ଆଦିତ୍ୟ ଭାରତ ପ୍ରକାଶନ ସଂସ୍ଥା ଆନୁକୁଲ୍ୟରେ ପ୍ରକାଶିତ ଏହି ଉପନ୍ୟାସ ଅନଲାଇନ୍ ବିକ୍ରି ପାଇଁ ଉପଲବ୍ଧ।
ଅମୃତା ପ୍ରିୟମ୍ବଦା ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ପାର୍ଶ୍ଵସ୍ରୋତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.