Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ
ଆଜିର ଖବର

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନରସିଂହପୁର: ୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ଜଣ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀ ଗିରଫ ହୋଇଛନ୍ତି । ୨୦୧୬ରେ ଘରୋଇ କଳିକୁ ନେଇ ସରୋଜ ସେନାପତି ହାଜତକୁ ଆଣିଥିଲେ । ଏଠାରେ ସନ୍ଦେହଜନକ ଭାବରେ ସରୋଜଙ୍କ ମୃତ୍ୟୁ ହେବା ଫଳରେ ପୋଲିସ୍ ଉପରକୁ ଆଙ୍ଗୁଳି ଉଠିଥିଲା । ଘଟଣାକୁ ଗମ୍ଭୀରତା ସହ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା ଜାତୀୟ ମାନବାଧିକାର କମିଶନ । ଏହି ଘଟଣାରେ ଅବସରପ୍ରାପ୍ତ ପୋଲିସ୍ ଏଏସ୍‌ଆଇ ଭଗବାନ ସାହୁ, ହାବିଲ୍‌ଦାର ପ୍ରମୋଦ ପାତ୍ର ଓ ୪ଜଣ ହୋମଗାର୍ଡ଼ଙ୍କୁ ଗିରଫ କରାଯାଇଛି । 

#DeathinCustody #RetiredPoliceOfficerArrested #NRHC
Share. Facebook Twitter LinkedIn Email WhatsApp Copy Link

Related Posts

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

୧୯୪୭ ମସିହାରେ ଭାରତରେ ପେଟ୍ରୋଲର ଦର କେତେ ଥିଲା ? ଜାଣନ୍ତୁ ୭୮ ବର୍ଷ ମଧ୍ୟରେ ଦର କିପରି ବୃଦ୍ଧି ପାଇଛି

May 25, 2026

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

May 25, 2026
Latest News

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026

୧୯୪୭ ମସିହାରେ ଭାରତରେ ପେଟ୍ରୋଲର ଦର କେତେ ଥିଲା ? ଜାଣନ୍ତୁ ୭୮ ବର୍ଷ ମଧ୍ୟରେ ଦର କିପରି ବୃଦ୍ଧି ପାଇଛି

May 25, 2026

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.