ନୂଆଦିଲ୍ଲୀ: ଆଜି ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୂପା ମୂଲ୍ୟ ବର୍ତ୍ତମାନ ପ୍ରତି କିଲୋଗ୍ରାମ ୨,୪୪,୭୭୦ ଟଙ୍କା ରହିଛି। ଏହା ପ୍ରାୟ ୬% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।
ଏହି ସମୟରେ ସୁନା ୩,୬୦୦ ଟଙ୍କା ବୃଦ୍ଧି ପାଇଛି, ପ୍ରତି ୧୦ ଗ୍ରାମ ୧,୫୩,୯୪୪ ଟଙ୍କା ରେ ପହଞ୍ଚିଛି, ଯାହା ପ୍ରାୟ ୨.୪% ବୃଦ୍ଧି।


