ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ କରିଛି ଆରବିଆଇ । ଆଜି ଠାରୁ ଲାଇସେନ୍ସ ରଦ୍ଦ ନେଇ ସୂଚନା ଜାରି କଲା ଆରବିଆଇ । ବ୍ୟଙ୍କିଙ୍ଗ ରେଗୁଲେଶନ ଆକ୍ଟ ୧୯୪୯ (BR ଆକ୍ଟ)ର ଧାରା ୨୨ (୪) ଅନୁଯାୟୀ ରଦ୍ଦ କରିଛି । ବ୍ୟାଙ୍କକୁ ଉଚ୍ଛେଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିବା ଆରବିଆଇ । ପୂର୍ବରୁ ନୂଆ ଗ୍ରାହକ ଓ ଜମା ଗ୍ରହଣକୁ ନିଷେଧ କରିଥିଲା ଆରବିଆଇ ।


