ଭଦ୍ରକ : ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ତିହିଡି ବ୍ଲକର ନୁନ୍ଦର ଗାଁର ଜଣାପଡିସିଏଚଜେ। 19 ବର୍ଷୀୟ ଯୁବକ ଜଣକ ଭଦ୍ରକ ଟ୍ରେଜେରୀ ପଛପଟେ ଏକ ଘରେ ଭଡାରେ ରହୁଥିଲେ । ଗତ 3 ତାରିଖରେ ସେ ନିଟ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ କରିନଥିବାର ଅନୁମାନ କରି ଜୀବନ ହାରିଥିବାର ପରିବାର ଲୋକେ କହିଛନ୍ତି ।


