ଖଲ୍ଲିକୋଟ : କୋଦାଳରେ ଘରୋଇ ବସ - ଟ୍ରକ ଧକ୍କା, ଜଣେ ମୃତ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ । ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ । ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ସୂଚନା ରହିଛି । ଦୁଇ ଗୁରୁତର ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର । ଅନ୍ୟ ଆହତ କୋଦାଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।