ଭୁବନେଶ୍ଵର : ଜୁନ ୨୧ ତାରିଖ ପରିବର୍ତ୍ତେ ଜୁନ ୨୮ ତାରିଖରେ ହେବ OTET । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ସକାଳ ୯ ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ ପେପର ପରୀକ୍ଷା ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ୪ଟା ୩୦ ଦ୍ଵିତୀୟ ପେପର ପରୀକ୍ଷା । ୧୭ ତାରିଖରୁ BSE ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ ।


