ପୁରୀ : ଆସନ୍ତା ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ । ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକରେ ସ୍ଥିରୀକୃତ ହେଲା । ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ଯାଏଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ନୀତି ଶୃଙ୍ଖଳା ପାଇଁ ସଅଳ ଦ୍ଵାରଫିଟା ଓ ମଙ୍ଗଳ ଆଳତୀ ଉପରେ ଫୋକସ କରାଯାଇଛି ।


