ଭୁବନେଶ୍ବର : ସିବିଆଇ ଜାଲରେ ଆୟକର ଅଧିକାରୀ । ଆୟକର ବିଭାଗ ଅଧିକାରୀ ରମେଶ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି । ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ମହାନ୍ତି ସିବିଆଇ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ କାରବାର ଉପରେ ଅଧିକ ତଦନ୍ତ ଜାରି ରହିଛି।