Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍
ଆଜିର ଖବର

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Train Passanger
ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ମାସରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ସବିଶେଷ ବିବରଣୀ ନିମ୍ନରେ ଦିଆଗଲା:

ଟ୍ରେନ ନଂ ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ ନଂ ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସରେ ୦୨.୦୭.୨୦୨୬ ରୁ ୦୧.୦୮.୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଥ୍ରୀ-ଟାୟାର କୋଚ୍ ସହିତ ଚାଲିବ।

ଟ୍ରେନ ନଂ ୧୨୮୧୯ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୨୯.୦୭.୨୦୨୬ ଏବଂ ଟ୍ରେନ ନଂ ୧୨୮୨୦ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ୦୩.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଥ୍ରୀ-ଟାୟାର କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନଂ ୨୨୮୭୯ ଭୁବନେଶ୍ୱର–ତିରୁପତି ଏକ୍ସପ୍ରେସରେ ୦୪.୦୭.୨୦୨୬ ରୁ ୨୫.୦୭.୨୦୨୬ ଏବଂ ଟ୍ରେନ ନଂ ୨୨୮୮୦ ତିରୁପତି–ଭୁବନେଶ୍ୱର ଏକ୍ସପ୍ରେସରେ ୦୫.୦୭.୨୦୨୬ ରୁ ୨୬.୦୭.୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଥ୍ରୀ-ଟାୟାର କୋଚ୍ କୋଚ୍ ସହିତ ଚାଲିବ।

ଟ୍ରେନ ନଂ ୧୮୩୦୧ ସମ୍ବଲପୁର–ରାୟଗଡ଼ା ଏକ୍ସପ୍ରେସ ଏବଂ ଟ୍ରେନ ନଂ ୧୮୩୦୨ ରାୟଗଡ଼ା–ସମ୍ବଲପୁର ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଚେୟାର କାର କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନଂ ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ ନଂ ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସରେ ୦୨.୦୭.୨୦୨୬ ରୁ ୦୧.୦୮.୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ଥ୍ରୀ-ଟାୟାର କୋଚ୍ ସଂଯୋଗ କରାଯିବ।

ଟ୍ରେନ ନଂ ୧୮୪୧୭ ପୁରୀ–ଗୁଣୁପୁର ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୩୧.୦୭.୨୦୨୬ ଏବଂ ଟ୍ରେନ ନଂ ୧୮୪୧୮ ଗୁଣୁପୁର–ପୁରୀ ଏକ୍ସପ୍ରେସରେ ୦୨.୦୭.୨୦୨୬ ରୁ ୦୧.୦୮.୨୦୨୬ ପର୍ଯ୍ୟନ୍ତ ଦୈନିକ ଭିତ୍ତିରେ ଗୋଟିଏ ଏସି ଚେୟାର କାର କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନଂ ୨୦୮୩୨ ସମ୍ବଲପୁର–ଶାଲିମାର ଏକ୍ସପ୍ରେସରେ ୦୨.୦୭.୨୦୨୬ ରୁ ୩୦.୦୭.୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ ନଂ ୨୦୮୩୧ ଶାଲିମାର–ସମ୍ବଲପୁର ଏକ୍ସପ୍ରେସରେ ୦୩.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ସହିତ ଚାଲିବ।

ଟ୍ରେନ ନଂ ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ସୁପରଫାଷ୍ଟ ଏକ୍ସପ୍ରେସରେ ୦୧.୦୭.୨୦୨୬ ରୁ ୩୧.୦୭.୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ ନଂ ୧୨୮୯୪ ପୁରୁଣା କଟକ–ଭୁବନେଶ୍ୱର ସୁପରଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସରେ ୦୨.୦୭.୨୦୨୬ ରୁ ୦୧.୦୮.୨୦୨୬ ପର୍ଯ୍ୟନ୍ତ ଦୈନିକ ଭିତ୍ତିରେ ଦୁଇଟି ଅତିରିକ୍ତ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ସହିତ ଚାଲିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଯାତ୍ରୀମାନଙ୍କୁ ଅଧିକ ବର୍ଥ ସୁବିଧା ଯୋଗାଇବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରୀଙ୍କ ଚାପକୁ ସମ୍ଭାଳିବାରେ ସହାୟକ ହେବ।

ଅତିରିକ୍ତ କୋଚ୍ ଏକ୍ସପ୍ରେସ ଟ୍ରେନ ଭିଡ଼ ନିୟନ୍ତ୍ରଣ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.