Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୪ ଘଣ୍ଟା ପରେ ମିଳିଲା ମୃତଦେହ
ଆଜିର ଖବର

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ କାଣୀ ନଦୀର ଘାଇ ପାଣିରେ ଭାସିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଦଶରଥପୁର ବ୍ଲକ୍‌ ଧୋବାବିଲ ଗାଁ ନିକଟରେ ଏହି ଅଘଟଣ ଘଟିଥିଲା।

ସୂଚନା ଅନୁସାରେ, ଗତକାଲି ବ୍ୟକ୍ତିଜଣକ ଶୌଚ ହେବା ପାଇଁ ଘାଇ ନିକଟକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ମାଟି ଅତଡ଼ା ଧସିଯିବାରୁ ସେ କାଣୀ ନଦୀର ଘାଇ ପାଣିରେ ଭାସିଯାଇଥିଲେ। ଘଟଣା ପରେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।

ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ଶେଷରେ ପ୍ରାୟ ୨୪ ଘଣ୍ଟା ପରେ ଅଗ୍ନିଶମ ବାହିନୀର ଟିମ୍‌ ଘାଇ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ଧୋବାବିଲ ଗାଁରେ ଶୋକର ଛାୟା ଖେଳିଯାଇଛି।

କାଣୀ ନଦୀ ଘାଇ ଦଶରଥପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026

ନାଳରେ ଭାସିଗଲେ ଦୁଇ କାଉଡିଆ

August 10, 2026

ବାଲୁଗାଁ ମା ଭଗବତୀ କଳନିକେତନର ସଂଗୀତ ଓ ନୃତ୍ୟ ପରୀକ୍ଷା, କୃତି ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ 

August 10, 2026

ଜାତୀୟ ପତାକା ଉତ୍ପାଦନରେ ସାମିଲ ୧୦୫୩ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୧୬୬ ଟି ପ୍ରଡ୍ୟୁସର ଗ୍ରୁପ୍

August 10, 2026
Latest News

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026

ନାଳରେ ଭାସିଗଲେ ଦୁଇ କାଉଡିଆ

August 10, 2026

ବାଲୁଗାଁ ମା ଭଗବତୀ କଳନିକେତନର ସଂଗୀତ ଓ ନୃତ୍ୟ ପରୀକ୍ଷା, କୃତି ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ 

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.