Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି
ଅପରାଧ

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି
ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ବୁଡଗାମର ଆଶଦର ଗଲି ଅଞ୍ଚଳରେ ଏକ ସେନାର ମିଳିତ ଅଭିଯାନ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ, ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୋଲିସ ଏବଂ ଶ୍ରୀନଗର ସିଆରପିଏଫ ଆଜି ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯେଉଁ ଅଞ୍ଚଳରେ ଏନକାଉଣ୍ଟର ହେଉଛି ସେହି ଅଞ୍ଚଳ ପିର ପଞ୍ଜାଲ ରେଞ୍ଜରେ ଆସିଥାଏ ଏବଂ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଏବଂ ଜମ୍ମୁ ଅଞ୍ଚଳର ପୁଞ୍ଚ ଜିଲ୍ଲା ସୀମାନ୍ତରେ ଅବସ୍ଥିତ। ଏହି ଅଞ୍ଚଳରେ ଆଉ ଜଣେ କିମ୍ବା ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ରହିଛି।

ଏହି ଅପରେସନ ସମୟରେ, ସୈନିକମାନେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ ଏବଂ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଉଭୟଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତାଙ୍କଠାରୁ ଏକ ଏକେ-୪୭ ରାଇଫଲ୍ ଏବଂ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଜବତ କରାଯାଇଥିଲା। ବର୍ତ୍ତମାନ ଏହି ଅପରେସନ ଚାଲିଛି।

Ecounter National News Breaking News
Share. Facebook Twitter LinkedIn Email WhatsApp Copy Link

Related Posts

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ

September 4, 2026
Latest News

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.